'ଇ ଚାଲାଣ' କରି ହେବ ଅଫ ଓ ଅନ ଉଭୟ ଲାଇନରେ...

Dec 29, 2025 - 15:52
 9
'ଇ ଚାଲାଣ' କରି ହେବ ଅଫ ଓ ଅନ ଉଭୟ ଲାଇନରେ...

'ଇ ଚାଲାଣ' କରି ହେବ ଅଫ ଓ ଅନ ଉଭୟ ଲାଇନରେ...

ଭୁବନେଶ୍ବର: ଏଣିକି ଅନଲାଇନ୍ ସହ ଅଫଲାଇନରେ ପୈଠ କରିହେବ ଇ- ଚାଲାଣ । ଜନସାଧାରଣଙ୍କ ସୁବିଧା ପାଇଁ ନଗଦ ଅର୍ଥ ଗ୍ରହଣ ପାଇଁ RTOଙ୍କୁ ନିର୍ଦ୍ଦେଶ ଦିଆଯାଇଛି। -ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ସ୍ବତନ୍ତ୍ର ଭାବେ ଅଧୂକାରୀଙ୍କୁ ଦିଆଯିବ ଦାୟିତ୍ବ। ମୋବାଇଲ ନମ୍ବର ଅପଡେଟ ରଖ୍ ନ ଥୂବାରୁ OTP ପାଉ ନ ଥୁବା ଗାଡ଼ି ମାଲିକ ଓ ଦୁର୍ବଳ ଇଣ୍ଟରନେଟ ଅଞ୍ଚଳ ଲୋକଙ୍କ ପାଇଁ ହେବ ସହାୟକ। - ଅନଲାଇନରେ ପୂର୍ବ ଭଳି https://echallan.parivahan.gov.in, ରେ ଇ- ଚାଲାଣ ପୈଠ କରିହେବ।