ଉଚ୍ଚଶିକ୍ଷା ବିଭାଗର କଡା ନିର୍ଦେଶନାମା ଜାରୀ...

Apr 11, 2026 - 09:52
 20
ଉଚ୍ଚଶିକ୍ଷା ବିଭାଗର କଡା ନିର୍ଦେଶନାମା ଜାରୀ...

ଉଚ୍ଚ ଶିକ୍ଷାନୁଷ୍ଠାନରେ ଆଦର୍ଶ ଆଚରଣ ବିଧି କାର୍ଯ୍ୟକାରୀ କରିବାକୁ ନୋଟିସ୍

ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଆସୁଥିବା ସବୁ ଶିକ୍ଷାନୁଷ୍ଠାନକୁ ନୋଟିସ୍

ଶିକ୍ଷାନୁଷ୍ଠାନରେ କଠୋର ଅନୁପାଳନ କରିବାକୁ ନିର୍ଦ୍ଦେଶ

ଶିକ୍ଷାନୁଷ୍ଠାନ ପୁସ୍ତିକା, ନାମଲେଖା କିଟ୍‌ରେ ଆଚରଣ ବିଧି ସାମିଲ୍ ନିର୍ଦ୍ଦେଶ

ଛାତ୍ରଛାତ୍ରୀ ହ୍ୟାଣ୍ଡବୁକ୍ ଓ ଅଫିସିଆଲ୍ ୱେବସାଇଟ୍‌ରେ ବି ସାମିଲ୍‌ କରିବାକୁ ନିର୍ଦ୍ଦେଶ

ସଚେତନତା ମାଧ୍ୟମରେ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ଅବଗତ କରାଯିବ

କେହି ଉଲ୍ଲଙ୍ଘନ କଲେ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ