କଳିଙ୍ଗ ଷ୍ଟୁଡ଼ିଓ ଛକ ରେ ସୋମୁ ମଲ୍ଟି ରେଷ୍ଟୁ୍ରାଣ୍ଟ...

Nov 10, 2025 - 11:38
 10
କଳିଙ୍ଗ ଷ୍ଟୁଡ଼ିଓ ଛକ ରେ ସୋମୁ ମଲ୍ଟି ରେଷ୍ଟୁ୍ରାଣ୍ଟ...

ଭୁବନେଶ୍ୱରର ଷ୍ଟୁଡିଓ ଛକ ରେ ଖୋଲିଯାଇଛି ସୋମୁ ମଲ୍ଟି cuisine resto. 

ଏହି ମଲ୍ଟି ରେଷ୍ଟ ରାଣ୍ଟ ରେ ଲାଇଭ ସଂଗୀତ ସହିତ ସୁଦୁଷ୍ଟିଷ୍ଟ ଖାଦ୍ୟ ର ଭଣ୍ଡାର ରହିଛି |

ଏକ ରଙ୍ଗୀନ ପରିବେଶ ରେ ହୋଟେଲ ସାଜସଜା ହୋଇଥିବା ବେଳେ ଖୁବ କମ ଖର୍ଚ୍ଚ ରେ ସ୍ୱାଦିଷ୍ଟ ଖାଦ୍ୟ ର ମଜା ନେଇ ପାରିବେ ବୋଲି ସୋମୁ ମଲ୍ଟି ରେଷ୍ଟରାଣ୍ଟ ର ପ୍ରତିଷ୍ଠାତା ଉଦୟକର ସାହୁ ସୂଚନା ଦେଇଛନ୍ତି |

ଏଠାରେ ଇଣ୍ଡିଆନ. ଚାଇନିଜ. ସାଉଥଇଣ୍ଡିଆନ. ଏମିତିକି ବିଦେଶୀ ଖାଦ୍ୟ ମଧ୍ୟ ସୁଲଭ ମୂଲ୍ୟରେ ଅର୍ଡର କରି ଖାଇ ପାରିବେ ଓ ନେଇ ପାରିବେ |

ଏହାର ଭିତର ଡିଜାଇନ୍ ଅତି ଉତ୍ତମ ବଢିଆ ହୋଇଛି ଯେଉଁଠି ପୁରା ପରିବାର ବସି ଖାଇବା ସହିତ ସୁନ୍ଦର ଫଟୋ ଭିଡ଼ିଓ ବି ସୁଟିଂ କରିପାରିବେ । 

ତତସହିତ ଏହି ରେଷ୍ଟୁରାଣ୍ଟ ରେ ଲାଇଭ ମ୍ୟୁଜିକର ବ୍ୟବସ୍ଥା ମଧ୍ୟ ରହିଛି |