କାଲିଠାରୁ କ୍ରିକେଟ ଟିକେଟ ବୁକିଙ୍ଗ ଅନ ଲାଇନ ରେ ହେବ...

Dec 1, 2025 - 10:11
 4
କାଲିଠାରୁ କ୍ରିକେଟ ଟିକେଟ ବୁକିଙ୍ଗ ଅନ ଲାଇନ ରେ ହେବ...

କଟକ: ଡିସେମ୍ବର ୯ ତାରିଖରେ କଟକ ବାରବାଟୀରେ ଅୟୋଜିତ ହେବ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍। ଆସନ୍ତାକାଲିଠାରୁ ଅନଲାଇନରେ ଟିକେଟ ବିକ୍ରି ହେବ। ଡିସେମ୍ବର ୩ ଓ ୪ରେ ଓଡ଼ିଶା କ୍ରିକେଟ ଆସୋସିଏସନ ଅନୁବନ୍ଧିତ ସଂସ୍ଥା ବା କ୍ଳବଙ୍କ ପାଇଁ ବିକ୍ରି ହେବ ଟିକେଟ୍। ଆସନ୍ତା ୫ ତାରିଖରେ ଦର୍ଶକଙ୍କ ପାଇଁ କାଉଣ୍ଟରରେ ବିକ୍ରି ହେବ ଟିକେଟ୍। ଅନଲାଇନ୍‌ରେ ୨ ହଜାର ଟିକେଟ୍ ବିକ୍ରି କରାଯିବ। ବାରବାଟୀର ଉନ୍ନତୀକରଣ କରାଯିବ।