କେଉଁ_ମୁହଁରେ_ରାଜ୍ୟ_ମାନ୍ୟତା_ମାଗିବି: #ଓମାର .

କେଉଁ_ମୁହଁରେ_ରାଜ୍ୟ_ମାନ୍ୟତା_ମାଗିବି: #ଓମାର . -ଏବେ ଜାମ୍ମୁ-କାଶ୍ମୀର ପାଇଁ ରାଜ୍ୟ ମାନ୍ୟତା ଦାବି ସମୟ ନୁହେଁ -ବିଧାନସଭା ସ୍ବତନ୍ତ୍ର ଅଧିବେଶନରେ କହିଲେ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା -‘ଯଦି ମୁଁ ଶସ୍ତା ରାଜନୀତି କରିଥାନ୍ତି ତାହେଲେ ଏପରି ଦାବି କରିପାରନ୍ତି’ -‘ରାଜ୍ୟ ମାନ୍ୟତା ଫେରିବା ଦାବିରୁ ଓହରି ନାହୁଁ, ମାତ୍ର ଏବେ ନୁହେଁ’ -‘ପହଲଗାମ୍‌ ଘଟଣା ପରେ କେଉଁ ମୁହଁରେ ମୁଁ ରାଜ୍ୟ ମାନ୍ୟତା ମାଗିବି’ -‘ଅତୀତରେ ରାଜ୍ୟ ମାନ୍ୟତା ମାଗିଛି, ଭବିଷ୍ୟତରେ ମାଗିବି, ଏବେ ନୁହେଁ’ -‘ମୃତାହତଙ୍କ ପରିବାରକୁ କେଉଁ ଭାଷାରେ କ୍ଷମା ମାଗିବି ଭାଷା ପାଉନି’ -‘ରାଜ୍ୟ ମୁଖିଆ ଭାବେ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଫେରାଇବା ଦାୟିତ୍ୱ .

କେଉଁ_ମୁହଁରେ_ରାଜ୍ୟ_ମାନ୍ୟତା_ମାଗିବି: #ଓମାର .