କୋରିନା ମାଚାଡୋଙ୍କୁ ଶାନ୍ତି ପାଇଁ ନୋବେଲ୍ ପୁରସ୍କାର

Oct 10, 2025 - 21:00
 14
କୋରିନା ମାଚାଡୋଙ୍କୁ ଶାନ୍ତି ପାଇଁ ନୋବେଲ୍ ପୁରସ୍କାର

ଭେନେଜୁଏଲାରେ ଗଣତନ୍ତ୍ର ନାଁରେ ଏକଛତ୍ରବାଦ ଚାଲିଥିବାରୁ ଏହା ବିରୋଧରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଥିବା ପ୍ରମୁଖ ବିରୋଧୀ ଦଳ ନେତ୍ରୀ ମାରିଆ ମାଚାଡୋଙ୍କୁ ମିଳିଲା ନୋବେଲ୍ ପୁରସ୍କାର |