ଖଣ୍ଡଗିରି ମେଳାର ପ୍ରସ୍ତୁତି ବୈଠକ
ଖଣ୍ଡଗିରି ମେଳାର ପ୍ରସ୍ତୁତି ବୈଠକ
ସମୟରେ ପୁରୁଣା ଭୁବନେଶ୍ଵର, ତା ୨୦୮୧।୨୦୨୬ ରିଖ ମଙ୍ଗଳବାର ଅପରାହ୍ନ ଘ.୩.୩୦ ମିନିଟ୍ ସମ ଭୁବନେଶ୍ଵର ମାଉସୀ ମା’ ମନ୍ଦିର (ରାମେଶ୍ଵର) ପାଖ ନିଗମାନନ୍ଦ ସାରସ୍ଵତ ଆଶ୍ରମରେ “ ଉତ୍କଳୀୟ ପଞ୍ଚସଖା ଭଗବତ୍ ଆଖଡ଼ା” ମହାନିତ୍ୟ ପଦ୍ମଦଳ ହରିଓଁ ବାବା ମଠ ଟ୍ରଷ୍ଟ ଅଧ୍ଯକ୍ଷତାରେ ସାମ୍ବାଦିକ ସମ୍ମିଳନୀ କରାଯା ଯାଇଥିଲା । ଚଳିତମାସ ୨୫ ତାରିଖ ରବିବାର ଦିନ ମାଘ ସପ୍ତମୀରୁ ଆରମ୍ଭ ହୋଇ ଫେବୃୟାରୀ ୧ ମାଘ ପୂର୍ଣ୍ଣିମା ଦିନ ଉଦ୍ଯାପନ ହେବାକୁ ଥିବା ଏହି ବିଶ୍ଵପ୍ରସିଦ୍ଧ ମାଘମେଳାକୁ ଓଡ଼ିଶା ଓ ଓଡ଼ିଶା ବାହାରୁ ଆସୁଥିବା
ସାଧୁସନ୍ଥମାନଙ୍କ ନିମନ୍ତେ ସୁରକ୍ଷା, ଖାଦ୍ୟ, ପାନୀୟ, ଜଳ, ଧ୍ଵନୀକୁଣ୍ଡ ପାଇଁ ସମୀଧ, ଘୃତ, ନୈବେଦ୍ୟ ସ ସମେତ ସେମାନଙ୍କର ରହିବା ଓ ବିଶ୍ରାମ ନିମନ୍ତେ ସୁବ୍ୟବସ୍ଥା କରିବାକୁ ବିଷ୍ଣୁଗିରି ମହାରାଜ ଦାବି ଉପସ୍ଥାପନ କରିଥିଲେ । ଅଣାକ୍ଷର କ୍ରିୟାଯୋଗୀ ସ୍ଵାମୀ ଆନନ୍ଦରାଜ ସାମ୍ବାଦିକମାନଙ୍କର ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମୁଖ୍ୟ ଉଦ୍ଦେଶ୍ଯ ପ୍ରତିପୋଷଣ କରିଥିଲେ । ଖଣ୍ଡଗିରି ମାଘ ମେଳାକୁ ରାଜ୍ୟ ସରକାର ନିଜସ୍ଵ ପରିଚାଳନାରେ ରଖୂ ସାଧୁମାମ ଧୁମାନଙ୍କ ଆବଶ୍ୟକତା ଯୋଗାଇବା ସହିତ ଏହାକୁ ଅଧୂକ ଲୋକପ୍ରିୟ କରିବାକୁ ଉଦ୍ୟମ କରନ୍ତୁ ବୋଲି ମତବ୍ୟକ୍ତ ମତବ୍ୟ ରଖୁଥିଲେ । ସେହିପରି ହରିଓଁ ବାବା ମଠ ଟ୍ରଷ୍ଟର ଅଧ୍ଯକ୍ଷ ହରିଓଁ ବାବା ମଧ୍ୟ ସାମ୍ବାଦିକମାନଙ୍କର ପ୍ରଶ୍ନର ପ୍ରଶ୍ନର ଉତ୍ତର ଦେଇ ମେଳାର ପ୍ରାଚୀନତାକୁ ଦୃଷ୍ଟି ଆକର୍ଷଣ କରିଥିଲେ ।
ସରକାର କାମ କରନ୍ତୁ ଓ ରାଜ୍ୟ ବାହାରୁ ଆସୁ ଆସୁଥିବା ସାଧୁମାନଙ୍କ ନିମନ୍ତେ ସ୍ଵତନ୍ତ୍ର ବ୍ୟବସ୍ଥା କରନ୍ତୁ ବୋଲି କହିଥିଲେ । ଉତ୍ତରପ୍ରଦେଶ ହରିଦ୍ଵାର ଋଷିକେଶ ପଞ୍ଚ ପଞ୍ଚଦଶନାମୀ ଧୁନା ଆଖଡ଼ାର ଥାନପତି ମହନ୍ତ ଶ୍ରୀ ପ୍ରଶାନ୍ତ ଗିରି ମହାରାଜ ତାଙ୍କ ବକ୍ତବ୍ୟରେ କହିଥିଲେ ଓଡ଼ିଶାରେ ରେ ସାଧୁମାନଙ୍କୁ ଉପଯୁକ୍ତ ମର୍ଯ୍ୟାଦା ମିଳୁନାହିଁ, ଯେପରି ଅନ୍ୟ ରାଜ୍ୟମାନଙ୍କରେ କୁମ୍ଭମେଳାରେ ସରକାର ହସ୍ତକ୍ଷେପ କରି ସୁବନ୍ଦୋବସ୍ତ କରୁଛନ୍ତି, ସେହିପରି ଓଡ଼ିଶା ସରକାର ସେଥ୍ପ୍ରତି ଦୃଷ୍ଟି ଆକର୍ଷଣ କରନ୍ତୁ । ଋଷିକେଶ ପଞ୍ଚଦଶନ ଧୁନା ଆଖଡାର ଥାନପତି ମହନ୍ତ ସାବନଗିରି ମହାରାଜ, ତାନେଶ୍ଵରୀ ପୀଠର ପୀଠାଧୀଶ ସ୍ଵାମୀ ଆଦିତ୍ୟାନନ୍ଦ ମହାରାଜ, ସ୍ଵାମୀ ଆନନ୍ଦ ଶଙ୍କର, ସ୍ଵାମୀ ଆନନ୍ଦ ସାଗର, ନାଗାସାଧୁ ସନ୍ତୋଷଗିରି ମହାରାଜ, ଶ୍ରଦ୍ଧାନନ୍ଦ ମହାରାଜ ଓ ଟ୍ରଷ୍ଟର ଉପସଭାପତି ପ୍ରଶାନ୍ତ ପାଢୀ (ପପୁନନା), ବଦାନ୍ୟ ବ୍ୟକ୍ତି ପ୍ରଶାନ୍ତ କୁମାର ନାୟକଙ୍କ ସମେତ ଅନ୍ୟ ସାଧୁ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ । ସମ୍ପାଦକ ପ୍ରଭାତ କୁମାର ମଙ୍ଗରାଜ ଧନ୍ୟବାଦ ଅର୍ପଣ କରିଥିଲେ। ଦଶନାମୀ