ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି .

 ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି  .

 ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଅନିୟମିତତାରେ ବିଜେଡି ନେତା ସୌମ୍ୟ ଶଙ୍କର ଚକ୍ର ଗିରଫ ହେବା ପରେ ଇଓଡବ୍ଲ୍ୟୁର ତଦନ୍ତକୁ ବାଟବଣା କରିବା ପାଇଁ ରାଜା ଚକ୍ରଙ୍କ ପକ୍ଷରୁ ଉଦ୍ୟମ କରାଯାଉଛି।

ଓକିଲଙ୍କ ଜରିଆରେ ଏଣୁ ତେଣୁ ମିଥ୍ୟା କାହାଣୀ କହି ସାଧାରଣ ଲୋକଙ୍କୁ ଏବଂ ତଦନ୍ତକାରୀ ସଂସ୍ଥାକୁ ଭ୍ରମିତ କରାଯାଉଛି ବୋଲି ବିଜେପି ନେତା ଅଞ୍ଜନ କୁମାର ବେଜ୍‌ ଆଜି ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି।