ଘର ମାଲିକଙ୍କ 'ଘର ଛାଡ଼ିବା ନୋଟିସ' ନ ପାଇଲା ପର୍ଯ୍ୟନ୍ତ ଭଡ଼ାଟିଆ ଘର ଛାଡ଼ି ପାରିବେ ନାହିଁ।
ଓଡ଼ିଶା ହାଇକୋର୍ଟଙ୍କ ବଡ଼ ରାୟ: ଭଡ଼ାଟିଆଙ୍କୁ ଘର ଛାଡ଼ିବାକୁ କହିବା ପୂର୍ବରୁ ଘର ମାଲିକ ୧୫ ଦିନର ନୋଟିସ୍ ଦେବା ବାଧ୍ୟତାମୂଳକ ଅଟେ
ଘର ମାଲିକ ଓ ଭଡ଼ାଟିଆଙ୍କୁ ନେଇ ରାଜ୍ୟ ହାଇକୋର୍ଟ ଏକ ବଡ଼ ରାୟ ଶୁଣାଇଛନ୍ତି । ବିନା ନୋଟିସରେ କହାକୁ ଘର ବା ଜାଗା ଛାଡ଼ି ଚାଲିଯିବାକୁ କୁହାଯାଇ ପାରିବ ନାହିଁ । ଭଡ଼ାଟିଆଙ୍କୁ ଘର ଘର ଛାଡ଼ିବାକୁ କହିବା ପୂର୍ବରୁ ଘର ମାଲିକ ୧୫ ଦିନର ନୋଟିସ୍ ଦେବା ବାଧ୍ୟତାମୂଳକ ବୋଲି ଓଡିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।