ଛାତରୁ ପଡି ଆଇଟିଆଇ ମୃତ

ରାଉଲକେଲା : ହଷ୍ଟେଲ ଛାତରୁ ପଡି ଆଇଟିଆଇ ଛାତ୍ରଙ୍କ ମୃତ୍ୟୁ ଘଟିଛି । ଜଗଦା ସ୍ଥିତ ଘରୋଇ ଆଇଟିଆଇ କଲେଜ ହଷ୍ଟେଲରୁ ପଡି ମୃତ୍ୟୁ ଘଟିଛି । ମୃତ ଆଇଟିଆଇ ଛାତ୍ରଙ୍କ ଘର ହତୀବାରି ବଂଶଯୋର ଗାଁରେ ବୋଲି ଜଣା ପଡିଛି । କାହିଁକି ଓ କେଉଁ କାରଣରୁ ଛାତରୁ ପଡିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

Feb 18, 2024 - 18:57
 3
ଛାତରୁ ପଡି ଆଇଟିଆଇ ମୃତ