ଜାତୀୟ ପ୍ରତୀକ ବ୍ୟବହାର ଉପରେ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ...

Feb 7, 2026 - 14:00
 10
ଜାତୀୟ ପ୍ରତୀକ ବ୍ୟବହାର ଉପରେ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ...

ଜାତୀୟ ପ୍ରତୀକ ବ୍ୟବହାର ଉପରେ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ...

ଜାତୀୟ ପ୍ରତୀକ ଅପବ୍ୟବହାର ରୋକିବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଜାତୀୟ ପ୍ରତୀକର ତ୍ରୁଟିପୂର୍ଣ୍ଣ ବ୍ୟବହାର ସମ୍ପର୍କିତ PIL ଉପରେ ନିର୍ଦ୍ଦେଶ

ଅପବ୍ୟବହାର ରୋକିବା ପାଇଁ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

୫ଟି ବିଭାଗର ବରିଷ୍ଠ ଅଧିକାରୀଙ୍କୁ ନେଇ କମିଟି ଗଠନ କରିବାକୁ ନିର୍ଦ୍ଦେଶ

ଅପବ୍ୟବହାର ସମ୍ପର୍କରେ ଅଭିଯୋଗ ପାଇଁ ସ୍ୱତନ୍ତ୍ର ପୋର୍ଟାଲ ଖୋଲାଯିବ

ଅଭିଯୋଗର ୬ ସପ୍ତାହ ମଧ୍ୟରେ ତ୍ରୁଟି ସୁଧାରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ତ୍ରୁଟି ସଂଶୋଧନ ନକଲେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ