ଜାନୁଆରୀ ୧୯ ରୁ ୨୧ ପର୍ଯ୍ୟନ୍ତ ଲକ୍ଷ୍ନୋଠାରେ ସର୍ବ ଭାରତୀୟ ବାଚସ୍ପତ୍ତି ସମିଳନୀ...
ଜାନୁଆରୀ ୧୯ ରୁ ୨୧ ପର୍ଯ୍ୟନ୍ତ ଲକ୍ଷ୍ନୋଠାରେ ସର୍ବ ଭାରତୀୟ ବାଚସ୍ପତ୍ତି ସମିଳନୀ...
ଲକ୍ଷ୍ନୋ ବିମାନବନ୍ଦର ଠାରେ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ଉପବାଚସ୍ପତି ଶ୍ରୀ ଭବାନୀଶଙ୍କର ଭୋଇ ଓ ବିଧାନସଭାର ସଚିବ ଶ୍ରୀ ସତ୍ୟବ୍ରତ ରାଉତଙ୍କୁ ଉତ୍ତରପ୍ରଦେଶ ବିଧାନସଭା ପକ୍ଷରୁ ସ୍ୱାଗତ କରାଯାଉଛି
ଏହି ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀ ଅବସରରେ ଓଡ଼ିଶାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ଉତ୍ତରପ୍ରଦେଶ ଓ ଦିଲ୍ଲୀ ବିଧାନସଭାର ବାଚସ୍ପତି, ଉପବାଚସ୍ପତି ସହ ଆଲୋଚନାରତ