ଜୟଦେବ ନିର୍ବାଚନ ମଣ୍ଡଳୀରୁ ବିଜେଡି ସଭାପତି ନିଲମ୍ବିତ

May 28, 2026 - 14:31
 23
ଜୟଦେବ ନିର୍ବାଚନ ମଣ୍ଡଳୀରୁ ବିଜେଡି ସଭାପତି ନିଲମ୍ବିତ

ଜୟଦେବ ନିର୍ବାଚନ ମଣ୍ଡଳୀର ବାଲିପାଟଣା ବିଜେଡି ସଭାପତି କିଶୋର ଜେନା ଓ ବାଲିଅନ୍ତା ବିଜେଡି ସଭାପତି ପ୍ରଦୀପ୍ତ ଯେନାମଣୀ ଙ୍କୁ ଦଳରୁ ନିଲମ୍ବିତ କରାଯାଇ ନୂଆ ୭ ଜଣଙ୍କୁ ନେଇ ଜୟଦେବ ନିର୍ବାଚନ ମଣ୍ଡଳୀର ସାଙ୍ଗଠନିକ ସଗଠନ ଗଠନ କରାଯାଇଛି |