ଝାଡାବାନ୍ତିରେ ଆକ୍ରାନ୍ତ ୨୨ ଛାତ୍ରଛାତ୍ରୀ

କୁଚିଣ୍ଡା : ବାମରା ସାଲହି ଆଶ୍ରମ ବିଦ୍ୟାଳୟରେ ଝାଡାବାନ୍ତି ଆତଙ୍କ ଖେଳାଇଛି । ଝାଡାବାନ୍ତିରେ ୨୨ ଜଣ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଥିବା ବେଳେ , ୧୦ ଜଣ ଗୁରୁତର ହୋଇ ମେଡିକାଲରେ ଭର୍ତି ହୋଇଛନ୍ତି । ୪ ଦିନ ହେଲା ବ୍ୟାପିଛି ଝାଡାବାନ୍ତି ଆତଙ୍କ । କେଉଁ କାରଣରୁ ବ୍ୟାପିଛି ତାହାର କାରଣ ବର୍ତ୍ତମାନ ସୁଧା ଅସ୍ପଷ୍ଟ ରହିଛି ।

Feb 18, 2024 - 18:44
 7
ଝାଡାବାନ୍ତିରେ ଆକ୍ରାନ୍ତ ୨୨ ଛାତ୍ରଛାତ୍ରୀ