ଠିକାଦାର ଡାଟାବେସ୍ ମ୍ୟାନେଜମେଣ୍ଟ ସିଷ୍ଟମ୍‌ DMS) 3.0 ର ଶୁଭାରମ୍ଭ କରିଛନ୍ତି ମାନ୍ୟବର ମନ୍ତ୍ରୀ ଶ୍ରୀ ପୃଥ୍ବୀରାଜ ହରିଚନ୍ଦନ

Jan 29, 2026 - 20:55
 16
ଠିକାଦାର ଡାଟାବେସ୍ ମ୍ୟାନେଜମେଣ୍ଟ ସିଷ୍ଟମ୍‌ DMS) 3.0 ର ଶୁଭାରମ୍ଭ କରିଛନ୍ତି ମାନ୍ୟବର ମନ୍ତ୍ରୀ ଶ୍ରୀ ପୃଥ୍ବୀରାଜ ହରିଚନ୍ଦନ

ମାନ୍ୟବର ମନ୍ତ୍ରୀ ଶ୍ରୀ ପୃଥ୍ବୀରାଜ ହରିଚନ୍ଦନ ନିର୍ମାଣ । ବିଭାଗ ପକ୍ଷରୁ ଆଜି ରାଜ୍ୟରେ ଠିକାଦାର ପରିଚାଳନା ବ୍ୟବସ୍ଥାକୁ ଅଧିକ ସରଳ, ସ୍ବଚ୍ଛ ଏବଂ ସ୍ଵଚ୍ଛ ଏବଂ କାର୍ଯ୍ୟକ୍ଷମ କରିବା ଉଦ୍ଦେଶ୍ୟରେ ଦ୍ଦେଶ୍ୟରେ ଠିକାଦାର ଡାଟାବେସ୍ ମ୍ୟାନେଜମେଣ୍ଟ ସିଷ୍ଟମ୍‌ DMS) 3.0 ର ଶୁଭାରମ୍ଭ କରିଛନ୍ତି । ଏହି CDMS ପରିଚାଳନା ନିମ ମନ୍ତେ ନିର୍ମାଣ ବିଭାଗ ହେଉଛି ନୋଡାଲ ବିଭାଗ ଯେଉଁଥ୍ରେ କି ନିର୍ମାଣ ବିଭାଗ ବ୍ୟତୀତ ଅନ୍ୟ ୪ ଗୋଟି ବିଭାଗ ଯଥା ଜଳସମ୍ପଦ,ଗୃହ ଓ ନଗର ଉନ୍ନୟନ, ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ମଧ୍ଯ ନୂତନ ବ୍ୟବସ୍ଥାର ସଦୁପଯୋଗ କରିପାରିବେ ।

ନିର୍ମାଣ ବିଭାଗ । ଠିକାଦାର ପଞ୍ଜିକରଣ ପ୍ରକ୍ରିୟାକୁ ଏକୀକୃତ କରି ଏକୀକୃତ କରିବା ସହ ମାନୁଅ ଉଦ୍ଦେଶ୍ୟରେ ୨୦୧୮ ମସିହାରେ କରିଥିଲା । ।।ନୁଆଲ୍ ପ୍ରଣାଳୀର ସମସ୍ୟା ଦୂର କରିବା ଇ-ଗଭର୍ନାନ୍ସ ଉଦ୍ୟମର ଅଂଶ ସ୍ବରୂପ CDMS ଆପ୍ଲିକେସନ୍‌କୁ ‘ ପ୍ରଥମେ ଆରମ୍ଭ

ଉନ୍ନତ ପ୍ରଯୁକ୍ତି ବିଦ୍ୟାକୁ ଉପଯୋଗ କରି, CDMS କୁ ଆଧୁନିକ ଭବିଷ୍ୟତକୁ ଦୃଷ୍ଟିରେ ରଖ୍ ଏବଂ ବର୍ତ୍ତମାନ ସମୟର ଉନ୍ନ‌ତ ଟେକ୍ନୋଲୋଜି ଏବଂ ନୂତନ ଫ୍ରେମୱାର୍କ ସହ CDMS 3.0 ดูฉ ଉନ୍ନ‌ତ କରାଯାଇଛି ।

ଏହି କେନ୍ଦ୍ରୀୟ ଡିଜିଟାଲ୍ ଡାଟାବେସରେ ଠିକ ଠିକାଦାରଙ୍କ ସୂଚନା, ଲାଇସେନ୍ସ, ପ୍ରମାଣପତ୍ର ଓ କାର୍ଯ୍ୟଦକ୍ଷତା ରେକର୍ଡ ସଂରକ୍ଷିତ ରହିବ I ଏଥିରେ ୱର୍କଫ୍ଲୋ ମ୍ୟାନେଜ ମେଣ୍ଟ, ଆନାଲିଟିକାଲ୍ ଡ୍ୟାସ୍‌ବୋର୍ଡ, MIS ରିପୋର୍ଟ ଏବଂ ଅନ୍ୟାନ୍ୟ ସିଷ୍ଟମ୍ ସହ ଏକୀକରଣ ଭଳି ବୈଶିଷ୍ଟ୍ୟ ରହିଛି

“ଉନ୍ନ‌ତ ପ୍ରଯୁକ୍ତି ପ୍ଲାଟ ପ୍ଲାଟଫର୍ମ ସହ CDMS 3.0 ରାଜ୍ୟର ନିର୍ମାଣ କ୍ଷେତ୍ର ପାଇଁ ଏକ ଗେମ୍-ଚେଞ୍ଜର୍ ହେବ। AIML, ଡାଟା ଆନାଲିଟିକ୍ସ ଭଳି ପ୍ରଯୁକ୍ତି ସହ ‘One PAN– PAN-One Licence' ପ୍ରଣାଳୀ ଆଣି, ଦୁର୍ନୀତି ହ୍ରାସ, କାମର ଗୁଣବତ୍ତା ବୃଦ୍ଧି ଓ ଉତ୍ପାଦନ ବଢ଼ାଇବା ଅ ଆମର ଲକ୍ଷ୍ୟ” ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

CDMS 3.0 3.0 ଦ୍ବାରା ଠିକାଦାର ର ଓ ଉପରୋକ୍ତ ୫ ୫ ଗୋଟି ବିଭାଗଗୁଡ଼ିକ ଲାଭାନ୍ବିତ ହେବେ । ଠିକାଦାରମାନେ ନିଜ ପ୍ରୋଫାଇ ଇଲ୍ ଅପଡେଟ୍ କରିପାରିବେ, ଆବେଦନର ଦନର ସ୍ଥିତି ଟ୍ରାକ୍ କରିପାରିବେ ଏବଂ ସୂଚନା ପାଇପାରିବେ । ସେହିପରି, ସରକାରୀ ବିଭାଗଗୁଡ଼ିକ ଠିକାଦାର ତଥ୍ୟ ସୁଚାରୁ ଭାବେ ପରିଚାଳନା କରି, କାର୍ଯ୍ୟଦକ୍ଷତା ନିରୀକ୍ଷଣ ଓ ଶୀଘ୍ର ନିଷ୍ପତ୍ତି ଗ୍ରହଣ କରିପାରିବେ I

ନିର୍ମାଣ ବିଭାଗ ପକ୍ଷରୁ e-IB ଡିଜିଟାଲ୍ ବୁକିଂ ପ୍ଲାଟଫର୍ମର ଶୁଭାରମ୍ଭ ।

ଆଜି ଓଡ଼ିଶା ସରକାରଙ୍କ ନିର୍ମାଣ ବିଭାଗର ଭୁବନେଶ୍ୱର, ପୁରୀ ଓ କୋଣାର୍କସ୍ଥିତ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ବୁକିଂ ପ୍ରକ୍ରିୟାକୁ ଡିଜିଟାଲ୍ କରିବା ପାଇଁ ଉଦ୍ଦିଷ୍ଟ e-IB ଅନଲାଇନ୍ ଆପ୍ଲିକେସନ୍ ସୁବିଧାକୁ ମାନ୍ୟବର ଆଇନ, ପୂର୍ଭ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥୀରାଜ ହରିଚନ୍ଦନ ଶୁଭାରମ୍ଭ କରିଛନ୍ତି ।

e-IB ପ୍ଲାଟଫର୍ମ ଡିଜିଟାଲ୍ ଇଣ୍ଟରଫେସ୍ ମାଧ୍ୟମରେ ନିର୍ମାଣ ବିଭାଗ ଅନସ୍ଥ ପୁରୀ, କୋଣାର୍କ ଓ ଭୁବନେଶ୍ବର ଠାରେ ଥିବା ଡାକ ବଙ୍ଗଳା ବୁକିଂ ଓ ଆବଣ୍ଟନ ପ୍ରକ୍ରିୟାକୁ ସରଳ କରିବ । ଏହା ବିଭାଗର ଅଧୋକାରୀ ଓ ସାଧାରଣ ଜନତା ପାଇଁ ଉପକାରୀ ସାବ୍ୟସ୍ତ ହେବ ।

ଅନଲାଇନ୍ ମାଧ୍ୟମରେ ରୁମ୍ ବୁକିଂ ଓ ବାତିଲ୍ ବ୍ୟବସ୍ଥା ସହ ବୁକିଂ ସମ୍ୱନ୍ଧୀୟ ସମସ୍ତ ସୂଚନା ଗୋଟିଏ ସ୍ଥାନରେ ପାଇବା, ଇଣ୍ଟରନେଟ ମାଧ୍ୟମରେ ଯେକୌଣସି ସ୍ଥାନରୁ ବ୍ୟବହାର ର ସୁବିଧା ସହ ବୁକିଂ । ଓ ଆବଣ୍ଟନ ସ୍ଥିତି ଅନଲାଇନ ମାଧ୍ୟମରେ ସହଜରେ ଜାଣିବା ଏହି ପ୍ଲାଟଫର୍ମର ମୁଖ୍ୟ ବୈଶିଷ୍ଟ୍ୟ ।

ମାନୁଆଲ ବୁକିଂ ପ୍ରଣାଳୀ ଠାରୁ ଅଧିକ ସ୍ବଚ୍ଛ ଓ ଉତ୍ତରଦାୟୀ ହେବା ଦୂରକରି ସମସ୍ତଙ୍କୁ ସହଜରେ ଏବଂ ସୁବିଧା ବିଭାଗ ପକ୍ଷରୁ ନିଆଯାଇଥିବା ଥୁବା ଏହି ପଦକ୍ଷେପ ସହ ବ୍ରୁକିଂ ପାଇଁ ହେଉଥୁବା ବିଳମ୍ୱ ଦୂଟ ଗୁରୁତ୍ବପୂର୍ଣ ତ୍ବପୂର୍ଣ ଭୂମିକା ଗ୍ରହଣ କରିବାରେ ସହାୟକ ହେବ ।