ଦକ୍ଷିଣ ଆଫ୍ରିକା ବନାମ ଭାରତ
ଭାରତ ୨-୧ ରେ ସିରିଜ୍ ଜିତିଲା...
ବିଶାଖାପାଟଣା ରେ ଉଭୟ ଦଳ ଭେଟ ହେଲେ
ବିଶାଖାପାଟଣାରେ ଟିମ୍ ଇଣ୍ଡିଆର ବଡ଼ ବିଜୟ*
ଦକ୍ଷିଣ ଆଫ୍ରିକାକୁ ୯ ୱିକେଟ୍ରେ ହରାଇଲା ଭାରତ
ଜୟସ୍ବାଲ ୧୧୬, ରୋହିତ ୭୫, କୋହଲି ୬୫
ଦକ୍ଷିଣ ଆଫ୍ରିକା ୨୭୦, ଭାରତ ୨୭୧/୧ (୩୯.୫ ଓଭର)
୩ ମ୍ୟାଚ୍ ବିଶିଷ୍ଟ ODI ସିରିଜ୍କୁ ୨-୧ରେ ଜିତିଲା