ଦିଲ୍ଲୀ ବିସ୍ଫୋରଣ ରେ ପ୍ରଧାନ ମନ୍ତ୍ରୀଙ୍କ ପ୍ରତିକ୍ରିୟା...
ଦିଲ୍ଲୀ ବିସ୍ଫୋରଣକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ବ୍ୟତିବ୍ୟସ୍ତ
ଯେଉଁମାନେ ଦାୟୀ ସେମାନଙ୍କୁ ଆଦୌ ଛଡ଼ାଯିବ ନାହିଁ କହିଲେ ମୋଦି
ମୁଁ ଦୁଃଖ ମନରେ ଏଠାକୁ ଆସିଛି- ମୋଦି
କାଲିର ଘଟଣା ପୂରା ଦେଶକୁ ବ୍ୟଥିତ ଓ ବିଚଳିତ କରିଛି
ପୀଡ଼ିତ ପରିବାରର ଦୁଃଖ ବୁଝା ପଡୁଛି
ପୂରା ଦେଶ ସେମାନଙ୍କ ସହ ଅଛି
ସାରା ରାତି ଅଧିକାରୀ ଓ ବିଭିନ୍ନ ଏଜେନ୍ସୀ ସହ ଯୋଗାଯୋଗରେ ଥିଲି
ଷଡ଼ଯନ୍ତ୍ର ପଛରେ ଯେଉଁମାନେ ଅଛନ୍ତି ସେମାନଙ୍କୁ ଛଡ଼ାଯିବନି