ଦୀପାବଳୀ ପୂର୍ବ ସନ୍ଧ୍ୟାରେ ଶ୍ରୀ ଜଗନ୍ନାଥ ଦର୍ଶନ...

Oct 20, 2025 - 12:15
 3
ଦୀପାବଳୀ ପୂର୍ବ ସନ୍ଧ୍ୟାରେ ଶ୍ରୀ ଜଗନ୍ନାଥ ଦର୍ଶନ...

ପବିତ୍ର ଶିବ ଚତୁର୍ଦ୍ଦଶୀ ଅବସରରେ ମହାପ୍ରଭୂ ଶ୍ରୀ ଜଗନ୍ନାଥଙ୍କର

ଦର୍ଶନ କରି ଆର୍ଶୀବାଦ ଭିକ୍ଷା କରିବା ସହ ଜଗତ କଲ୍ୟାଣ ପାଇଁ ପ୍ରାର୍ଥନା କଲେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଶ୍ରୀ ଗୋଲେଖ

ମହାପାତ୍ର ||

ଦୀପାବଳିର ପୂର୍ବ ସଂଧ୍ୟାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଡ଼ଠାକୁର ବଳଭଦ୍ର,ସୁଭଦ୍ରା,ଶ୍ରୀ ସୁଦର୍ଶନ,ମା ମହାଲକ୍ଷ୍ମୀଙ୍କ ଦର୍ଶନ କରିବାର ସୌଭାଗ୍ୟ ପ୍ରାପ୍ତ ହେଲା।ଜଗତର ନାଥ ଶ୍ରୀ ଜଗନ୍ନାଥ ମହାପ୍ରଭୁ ସମଗ୍ର ମାନବ ଜାତିର ମଙ୍ଗଳ କରନ୍ତୁ ଏତିକି ମାତ୍ର ପ୍ରାର୍ଥନା ।

ଅଧୀନ ଗୋଲେଖ ମହାପାତ୍ର