ଧରିତ୍ରୀ ବା ପୃଥିବୀ ଦିବସ ପାଳନ ଅବସରରେ...
ପୃଥିବୀ ଦିବସ ପାଳନ ଅବସରରେ ରାଜ୍ୟପାଳଙ୍କ କମିଶନର ତଥା ଶାସନ ସଚିବ ଡ଼ ରୂପା ରୋଶନ ସାହୁ ମଧ୍ୟ ଲୋକଭବନ ପରିସରରେ ଚାରା ରୋପଣ କରୁଛନ୍ତି ।
ଏତତବ୍ୟତୀତ ଲୋକଭବନର ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ ଚାରା ରୋପଣ କରିଥିଲେ I