ନବରାତ୍ରୀ ର ଷଷ୍ଠ ଦିନରେ ମା କାତ୍ୟାୟନୀ ଙ୍କ ପୂଜା ବିଧି...
ଷଷ୍ଠ ଦିନ *ମା' କାତ୍ୟାୟନୀ*
ଦେବୀଙ୍କ ଏହି ରୂପକୁ ଶକ୍ତିଶାଳୀ ଓ ଅସୁରନାଶିନୀ ରୂପ ଭାବେ ପୂଜନ କରାଯାଏ ।
ପୂଜାବିଧି : ଲାଲ, ହଳଦିଆ ଫୁଲ, କୁଙ୍କୁମ, ଚନ୍ଦନ, ଧୂପ ଓ ଦୀପ ଅର୍ପଣ କରାଯାଏ ।
ଭୋଗ: ମହୁ, ମିଠା ଓ ଫଳ
ମନ୍ତ୍ର:
ॐ देवी कात्यायन्यै नमः।
ଆଧ୍ୟାତ୍ମିକ ଶିକ୍ଷା:
ସତ୍ୟ ଓ ଧର୍ମର ସୁରକ୍ଷା ପାଇଁ ସାହସ ଓ ଦୃଢ଼ ମନୋବଳ ଆବଶ୍ୟକ ।
ପ୍ରାର୍ଥନା:
“ହେ ମା' କାତ୍ୟାୟନୀ, ଆମ ଜୀବନରୁ ନକାରାତ୍ମକତା ଦୂର କରି ସାହସ, ଶକ୍ତି ଓ ମନୋବଳ ପ୍ରଦାନ କରନ୍ତୁ।”