ନବରାତ୍ରୀର ଶୁଭେଚ୍ଛା ଜଣାଇଲେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଦେଶବାସୀଙ୍କୁ ସମ୍ବୋଧୂତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ସମସ୍ତଙ୍କୁ ନବରାତ୍ରୀର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
22 ସେପ୍ଟେମ୍ବର ଠାରୁ, ପରବର୍ତ୍ତୀ ପିଢ଼ିର ଜିଏସଟି ସଂସ୍କାର କାର୍ଯ୍ୟକାରୀ ହେବ: ପ୍ରଧାନମନ୍ତ୍ରୀ
ପ୍ରତ୍ୟେକ ନାଗରିକଙ୍କ ପାଇଁ ଜିଏସଟି ଲାଭର ଏକ ନୂତନ ଲହରୀ ଆସୁଛି: ପ୍ରଧାନମନ୍ତ୍ରୀ
ଜିଏସଟି ସଂସ୍କାର ଭାରତର ଅଭିବୃଦ୍ଧି କାହାଣୀକୁ ତ୍ବରାନ୍ବିତ କରିବ: ପ୍ରଧାନମନ୍ତ୍ରୀ
ନୂତନ ଜିଏସଟି ସଂସ୍କାର କାର୍ଯ୍ୟକାରୀ ହେଉଛି, ଏବେ କେବଳ 5% ଏବଂ 18% ଟିକସ ସ୍ଲାବ୍ ରହିବ: ପ୍ରଧାନମନ୍ତ୍ରୀ
କମ୍ ଜିଏସଟି ହାର ଫଳରେ ନାଗରିକଙ୍କ ପାଇଁ ସେମାନଙ୍କର ସ୍ବପ୍ନ ପୂରଣ କରିବା ସହଜ ହେବ: ପ୍ରଧାନମନ୍ତ୍ରୀ
ପରବର୍ତ୍ତୀ ପିଢ଼ିର ଜିଏସଟି ସଂସ୍କାରରେ ନାଗରିକମାନଙ୍କ ସେବା କରିବାର ଉଦ୍ଦେଶ୍ୟ ସ୍ପଷ୍ଟ ଭାବରେ ପ୍ରତିଫଳିତ ହୋଇଛି: ପ୍ରଧାନମନ୍ତ୍ରୀ
ଦେଶକୁ ଯାହା ଆବଶ୍ୟକ ଏବଂ ଭାରତରେ ଯାହା ତିଆରି କରାଯାଇପାରିବ ତାହା ଦେଶ ଭିତରେ ହିଁ ତିଆରି ହେବା ଉଚିତ: ପ୍ରଧାନମନ୍ତ୍ରୀ
ଭାରତ ରତର ସମୃଦ୍ଧି ଦେଶର ଆତ୍ମନିର୍ଭରଶୀଳତାକୁ ଶକ୍ତି ଦେବ: ପ୍ରଧାନମନ୍ତ୍ରୀ
था ଆସନ୍ତୁ ଏପରି ଉତ୍ପାଦ କିଣିବା ଯାହା ଭାରତରେ ତିଆରି ହୋଇଛି: ପ୍ରଧାନମନ୍ତ୍ରୀ