ନାଲକୋ ଏଚ ଆର କନକ୍ଲେଭ ୨୦୨୫ ଆୟୋଜିତ
Nalco H R Conclave . ଭାରତ ସରକାରଙ୍କ ଖଣି ମନ୍ତ୍ରଣ ନ୍ତ୍ରଣାଳୟ ଅନସ୍ଥ ନବରତ୍ନ ଲୋକ
ଉଦ୍ୟୋଗ, ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍ ଟଡ୍ (ନାଲକୋ) ଭୁବନେଶ୍ବର ଠାରେ । "ନବ-ଦୃଷ୍ଟି: ପିପୁଲ ଫାଷ୍ଟ, ଫିଉଚର ଫରୱାର୍ଡ଼" ବିଷୟବସ୍ତୁ ଆଧାରିତ ପ୍ରଥମ ଏଚ ଆର କନକ୍ଲେଭ ଆୟୋଜିତ ହୋଇଯାଇଛି । ନୂତନ ଯୁଗର ମାନବ ସଂସାଧନ ପରିଚାଳନା ପଦ୍ଧତି ଉପରେ ଚିନ୍ତନ ଚିନ୍ତ ଏବଂ ପ୍ରତିଫଳନ ନିମନ୍ତେ ଖଣି, କୋଇଲା, ପେଟ୍ରୋଲିୟମ ଏବଂ ଧାତୁ ଶିଳ୍ପ ସହିତ ଜଡିତ ବିଭିନ୍ନ ଅନୁଷ୍ଠାନ, ଶିକ୍ଷାବିତ୍ ଏବଂ ମାନବ ସମ୍ବଳ କ୍ଷେତ୍ରରେ କାର୍ଯ୍ୟରତ ବରିଷ୍ଠ ଅଧିକାରୀଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |
ନାଲକୋ ସିଏମଡି ଶ୍ରୀ ବ୍ରିଜେନ୍ଦ୍ର ପ୍ରତାପ ସିଂହ ଏହି କନକ୍ଲେଭକୁ କମ୍ପାନୀର ନୀର ନିର୍ଦ୍ଦେଶକ ନି (ଉତ୍ପାଦନ) 1 ପଙ୍କଜ କୁମାର ଶର୍ମା, ନିର୍ଦ୍ଦେଶକ (ମାନବ ସମ୍ବଳ) ଡକ୍ଟର ତାପସ କୁମାର ପଟ୍ଟନାୟକ, ନିର୍ଦ୍ଦେଶକ(ବିତ୍ତ) ଶ୍ରୀ ଅଭୟ କୁମାର ବେହୁରିଆ, ମୁଖ୍ୟ ସତର୍କତା ଅଧୋକାରୀ ଶ୍ରୀ ପ୍ରଣବଜ୍ୟୋତି ନାଥ ଏବଂ ଅନ୍ୟ ଅତିଥ୍ଙ୍କ ଥ୍ଙ୍କ ଉପସ୍ଥିତିରେ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସେଲର ନିର୍ଦ୍ଦେଶକ (କାର୍ମିକ) ଶ୍ରୀ କୃଷ୍ଣ କୁମାର ସିଂହ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ମାନବ ସମ୍ବଳ ଗ୍ରୁପ୍ ସଭାପତି ଶ୍ରୀ ବିଜୟ କୁମାର ସାହୁ ଓ ଇଣ୍ଡିଆନ ଅଏଲର ପୂର୍ବତନ ନିର୍ଦ୍ଦେଶକ (ମାନବସମ୍ୱଳ) ଡକ୍ଟର ରଞ୍ଜନ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ I ଏଥ୍ସହ, ଆୟୋଜିତ ସମ୍ମିଳନୀରେ ଇଣ୍ଡି ଆମ ଆନ ଅଏଲ, ସେଲ, ଟାଟା ଷ୍ଟିଲ, ଏନଟିପିସି, ଏବଂ କୋଲ ଇଣ୍ଡିଆ ଭଳି ଦେଶର କେତେକ ପ୍ରମୁଖ କମ୍ପାନୀଗୁଡ଼ିକ ନିଜର ମାନବ ସମ୍ବଳ ପ୍ରୟାସ ଏବଂ ଅଭ୍ୟାସଗୁଡ଼ିକୁ ଉପସ୍ଥାପନା କରିଥିଲେ I କନକ୍ଲେଭରେ ଜ୍ଞାନ ଅଂଶୀଦା 'ଶୀଦାରଭାବେ ଅର୍ନଷ୍ଟ ଆଣ୍ଡ ୟଙ୍ଗ, ବିସିଜି, ଏବଂ ଏଏସସିଆଇ ମଧ୍ଯ ଭବିଷ୍ଯତର ଭବି ମାନବ ସମ୍ବଳ ଅଭ୍ୟାସ ସମ୍ୱନ୍ଧରେ ନରେ ଉପସ୍ଥାପନା କରିଥିଲେ I କାର୍ଯ୍ୟକ୍ରମରେ ନାଲକୋ ତଥା ମାନବ ସମ୍ୱଳ କ୍ଷେତ୍ରରେ କାର୍ଯ୍ୟରତ ଅଧ୍କାରୀଙ୍କ ଦ୍ବାରା ବୃତ୍ତିଗତ ତଥା ଶିଳ୍ପ କ୍ଷେତ୍ରରେ ପ୍ରଚଳିତ ବିଭିନ୍ନ ସ୍ବତନ୍ତ୍ର ଅଭ୍ୟାସ ସମ୍ୱନ୍ଧରେ ଆଲୋ କରାଯାଇଥିଲା ।