ଖୁବ ଶୀଘ୍ର ୧୧ ଟି ନୂଆ ବ୍ଲକ କାର୍ଯ୍ୟକ୍ଷମ ହେବ I
୧୧ଟି ନୂଆ ବ୍ଲକ୍ ଆକାଂକ୍ଷୀ ବ୍ଲକ୍ ଯୋଜନାରେ ସାମିଲ
ନୀତି ଆୟୋଗ ଦ୍ବାରା ଆକାଂକ୍ଷୀ ଯୋଜନାରେ ସାମିଲ
କେନ୍ଦୁଝରର ୫ଟି ଓ ମୟୂରଭଞ୍ଜର ୬ଟି ନୂଆ ବ୍ଲକ ସାମିଲ
ବର୍ତ୍ତମାନ ସମୁଦାୟ ୪୦ଟି ବ୍ଲକ୍ ଆକାଂକ୍ଷୀ ବ୍ଲକ୍ରେ ପରିଣତ
ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ ଗ୍ରହଣ କରି ସାମିଲ କଲେ ନୀତି ଆୟୋଗ
କେନ୍ଦୁଝର ଜିଲ୍ଲାର ଚମ୍ପୁଆ, ଝୁମ୍ପୁରା, କେନ୍ଦୁଝର ସଦର, ପାଟଣା, ତେଲକୋଇ ବ୍ଲକ
ମୟୂରଭଞ୍ଜ ଜିଲ୍ଲାର ବହଳଦା, ବିଜାତଳା, ଜାମଡ଼ା, କୁସୁମି, ରାଇରଙ୍ଗପୁର, ତିରିଂ ବ୍ଲକ