ନୂଆଦିଲ୍ଲୀ ରେଳ ଷ୍ଟେସନରେ ଯାତ୍ରୀ ସେବା ବ୍ୟବସ୍ଥା ସମୀକ୍ଷା କଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ
ଯାତ୍ରୀଙ୍କୁ ଠିକ୍ ସମୟରେ ସୁରକ୍ଷିତ ଘରେ ପହଞ୍ଚାଇବାକୁ ଦିନରାତି କାମ କରୁଛନ୍ତି 12 ଲକ୍ଷ ରେଳ କର୍ମଚାରୀ: ଶ୍ରୀ ବୈଷ୍ଣବ
ଗତ 20 ଦିନ ମଧ୍ୟରେ 4211 ସ୍ବତନ୍ତ୍ର ଟ୍ରେନରେ 1 କୋଟିରୁ ଅଧୂକ ଲୋକ ଯାତ୍ରା କରିଛନ୍ତି
♦ ପାର୍ବଣ ଭିଡ଼ ମୁକାବିଲା କରିବା ପାଇଁ ଆହୁରି 7800 ଟ୍ରେନ ଚଳାଚଳ କରିବ
♦ କେବଳ ଦିଲ୍ଲୀରେ ଦୈନିକ ହାରାହାରୀ 4.25 ଲକ୍ଷ ଯାତ୍ରୀଙ୍କୁ ମିଳୁଛି ଯାତାୟାତ ସୁବିଧା
ରେଳ ଭବନ ସମେତ ସବୁ ଜୋନରେ ଖୋଲିଥିବା ସମର୍ପିତ ଜରୁରିକାଳୀନ କକ୍ଷରେ ଯାତ୍ରୀଙ୍କ ସେବାର ମୂଲ୍ୟାଙ୍କନ କରାଯାଉଛି
ସମ୍ବଲପୁର ସମେତ ଦେଶର ବିଭିନ୍ନ ଷ୍ଟେସନରେ ରେଳବାଇର ସ୍ବତନ୍ତ୍ର ବ୍ୟବସ୍ଥା ଓ ସୁବିଧାକୁ ପ୍ରଶଂସା କଲେ ରେଳ ଯାତ୍ରୀ
କେନ୍ଦ୍ର ରେଳ, )ଳ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ନୂଆଦିଲ୍ଲୀ ରେଳ ରଳ ଷ୍ଟେସନ ପରିଦର୍ଶନ କରି କ୍ଷେତ୍ର ସ୍ତରରେ ରେଳ ଯାତ୍ରୀଙ୍କୁ ମିଳୁଥିବା ସୁବିଧା ଏବଂ ସେବାର ନିରୀକ୍ଷଣ କରିଛନ୍ତି । ଛନ୍ତି । ପାର୍ବଣ ର୍ବଣ ଋତୁରେ ଯାତ୍ରୀ ଭିଡ଼ର ମୁକାବିଲା କରିବା ଲାଗି ରେଳବାଇ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯିବା ସହ ରେଳ କ କର୍ମଚାରୀମାନେ ଦିନରାତି କାମ କରୁଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି, ଯାତ୍ରୀଙ୍କୁ ସେମାନଙ୍କର ଗନ୍ଧବ୍ୟ ଗନ୍ଧବ୍ୟ ସୁଳ ସ୍ଥଳରେ ସୁରକ୍ଷିତ ଭାବେ ପହଞ୍ଚାଇବା ଲାଗି 12 ଲକ୍ଷ ରେଳ କର୍ମଚାରୀ ଦିନ ରାତି କାମ କରୁଛନ୍ତି । ଏବେ ବେ ସୁଦ୍ଧା 4211ଟି ପାର୍ବଣ ସ୍ବତନ୍ତ୍ର ଟ୍ରେନରେ 1 କୋଟିରୁ ଅଧୂକ ଯାତ୍ରୀ ଯାତାୟାତ କରିସାରିଛନ୍ତି। କେବଳ ଦିଲ୍ଲୀ ଅଞ୍ଚ ଅଞ୍ଚଳରେ ଦୈନିକ ହାରାହାରୀ 4.25 ଲକ୍ଷ ଯାତ୍ରୀ ଯାତାୟାତ କରୁଛନ୍ତି । ସୁରତ, ମୁମ୍ବାଇ, କୋଏମ୍ କୋଏମ୍ବାଟୁର, ହାଇଦ୍ରାବାଦ, ବେଙ୍ଗାଲୁରୁ ଭଳି ଷ୍ଟେସନରେ ଯାତ୍ରୀଙ୍କୁ ଆବଶ୍ୟକ ସୁବିଧା ଯୋଗାଇ ଦେବା ଲାଗି ଉତ୍ସର୍ଗୀକୃତ ରେଳ କର୍ମଚାରୀମାନେ ନିରନ୍ଧର କାର୍ଯ୍ୟ କରୁଛନ୍ତି। ସବୁ ଜୋନରେ ସ୍ବତନ୍ତ୍ର ଜରୁରୀକାଳୀନ କକ୍ଷ । ଖୋଲାଯାଇ ଯାତ୍ରୀ ଭିଡ଼ ପରିଚାଳନା କରାଯାଉଛି।
ରେଳ ମନ୍ତ୍ରୀ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଆରପିଏଫ ନିୟନ୍ତ୍ରଣ କକ୍ଷ ପରିଦର୍ଶନ କରି ଯାତ୍ରୀଙ୍କ ପାଇଁ ହୋଇଥିବା ସୁବିଧା ଏବଂ ବ୍ୟବସ୍ଥାର ସମୀକ୍ଷା କରିଥିଲେ। ସେ ମଧ୍ୟ ପ୍ରାଥମିକ ଚିକିତ୍ସା କକ୍ଷ ପରିଦର୍ଶନ କ ଡାକ୍ତରଙ୍କ ସହିତ କଥା ହୋଇଥିଲେ। ସେ ନୂଆଦିଲ୍ଲୀ ଷ୍ଟେସା ଷ୍ଟେସନର 16 ନମ୍ବର ପ୍ଲାଟଫର୍ମରେ ପାଟନା ଯାଉଥୂବା ଅମୃତ ଭାରତ ଏକ୍ସପ୍ରେସର ଯାତ୍ରୀମାନଙ୍କ ସହିତ କଥା ହୋଇଥିଲେ। କେନ୍ଦ୍ର ମନ୍ତ୍ରୀ ଯାତ୍ରୀ ସୁବିଧ ବିଧା କେନ୍ଦ୍ର ବୁଲିଦେଖୁବା ସହିତ ଯାତ୍ରୀଙ୍କ ପ୍ରତୀକ୍ଷା ପାଇଁ ହୋଇଥିବା ବ୍ୟବସ୍ଥାଗ ପ୍ଲାର ନିରୀକ୍ଷଣ କରିଥିଲେ । ରେଳ ବୋର୍ଡ ଅଧ୍ଯକ୍ଷ ତଥା ସିଇଓ ସତୀଶ କୁମାରଙ୍କ ସମେତ ମେତ ବରିଷ୍ଠ ରେଳ ଅଧୂକାରୀମାନେ ଉପସ୍ଥିତ ରହି ଟେ ରେଳମନ୍ତ୍ରୀଙ୍କୁ ବିଭିନ୍ନ ବ୍ୟବ ବସ୍ଥା ସମ୍ପର୍କରେ ଅବଗତ କ କରାଇଥିଲେ। ଶ୍ରୀ ବୈଷ୍ଣବ ରେଳ ଭବନର ଜରୁରୀକାଳୀନ କକ୍ଷରେ ସ୍ବତନ୍ତ୍ର ତନ୍ତ୍ର ଟ୍ରେନ ସମ୍ପର୍କରେ ସୂଚନାର ସମୀକ୍ଷା କରିଥିଲେ। ଯାତ୍ରୀଙ୍କ ସୁବିଧା ସୁନିଶ୍ଚିତ କରିବା ଲାଗି ରେଳ କରି