ନୂଆଦିଲ୍ଲୀର ଚାଣକ୍ୟପୁରୀଠାରେ ନୂତନ ‘ଓଡ଼ିଶା ଭବନ’ର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

Feb 26, 2026 - 20:29
 11
ନୂଆଦିଲ୍ଲୀର ଚାଣକ୍ୟପୁରୀଠାରେ ନୂତନ ‘ଓଡ଼ିଶା ଭବନ’ର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ନୂଆଦିଲ୍ଲୀର ଚାଣକ୍ୟପୁରୀଠାରେ ନୂତନ ‘ଓଡ଼ିଶା ଭବନ’ର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । 

ଏହି ଭବନ କେବଳ ଏକ ସରକାରୀ ଭବନ ନୁହେଁ ବରଂ ଜାତୀୟ ରାଜଧାନୀରେ ଓଡ଼ିଆ ଅସ୍ମିତାକୁ ଏହା ଏକ ନୂତନ ପରିଚୟ ପ୍ରଦାନ କରିବା ସହ ପ୍ରବାସୀ ଓଡ଼ିଆ ଏବଂ ରାଜ୍ୟବାସୀଙ୍କ ପାଇଁ ଏକ ଆତ୍ମୀୟତାର କେନ୍ଦ୍ର ପାଲଟିବ ।