ନୂଆପଡ଼ାର ଉଜ୍ଜ୍ଵଳ ଭବିଷ୍ୟତ ପାଇଁ ବିଜେପି ର ବୈଠକ --

Oct 29, 2025 - 14:54
 6
ନୂଆପଡ଼ାର ଉଜ୍ଜ୍ଵଳ ଭବିଷ୍ୟତ ପାଇଁ ବିଜେପି ର ବୈଠକ --

ଦଳ ର ରାଜ୍ୟ ସଭାପତି ମନମୋହନ ସାମଲ, ବରିଷ୍ଠ ନେତା ଶ୍ରୀ ବସନ୍ତ ପଣ୍ଡା, ବିଧାୟକଗଣ, ସ୍ଥାନୀୟ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ଖରିଆର ରୋଡ୍‌ସ୍ଥିତ ଅଗ୍ରସେନ ଭବନଠାରେ ଆୟୋଜିତ ବୈଠକରେ ପ୍ରଭାତୀ ପରିଡାଙ୍କ ଯୋଗଦାନ ବୈଠକରେ ଉଭୟ ରାଜ୍ୟ ଓ କେନ୍ଦ୍ରରେ ଆମ ସରକାରଙ୍କର ବିଭିନ୍ନ ଲୋକାଭିମୁଖୀ ତଥା ବିକାଶମୂଳକ ପ୍ରୟାସ ଆଧାରରେ ନୂଆପଡ଼ା ଉପନିର୍ବାଚନରେ ଆମ ଦଳର ପ୍ରାର୍ଥୀ ଶ୍ରୀ ଜୟ ଢୋଲକିଆଙ୍କ ପାଇଁ ଭୋଟ୍ ଓ ଆଶୀର୍ବାଦ ଭିକ୍ଷା କରିବା ପାଇଁ ଆହ୍ବାନ ଦିଆଯାଇଥିଲା ।

ନୂଆପଡ଼ାବାସୀଙ୍କୁ ଅନୁରୋଧ, ରେକର୍ଡ଼ ଭୋଟରେ ବିଜେପିକୁ ଜିତାନ୍ତୁ ଏବଂ ନୂଆପଡ଼ାର ଉଜ୍ଜ୍ଵଳ ଭବିଷ୍ୟତ ଗଢ଼ନ୍ତୁ। -- ପ୍ରଭାତୀ ପରିଡା