ପୁତ୍ରଦା ଏକାଦଶୀରେ ମହାଦୀପ ଆଳତିର ବିଧି

Jan 2, 2026 - 11:09
 5
ପୁତ୍ରଦା ଏକାଦଶୀରେ ମହାଦୀପ ଆଳତିର ବିଧି

ପୁତ୍ରଦା ଏକାଦଶୀରେ ମହାଦୀପ ଆଳତିର ବିଧି

ଏକାଦଶୀରେ ମହାଦୀପ ଆଳତି ଅନୁଷ୍ଠିତ ହୋଇଥାଏ । 

ଏଥିପାଇଁ ତିନୋଟି ରୌପ୍ୟ କଳସୀରେ ଘିଅ

କଦଳୀ ବାସୁଙ୍ଗାରେ ନୂଆ କନା ଗୁଡାଇ ବଳିତା କରାଯାଇ ମହାଦୀପ ପ୍ରସ୍ତୁତ ହୁଏ । 

ମହାପ୍ରଭୁଙ୍କ ନିକଟରେ ମହାଦୀପ ସଂସ୍କାର କରି ଆଳତି ପରେ ଶ୍ରୀମନ୍ଦିର ଉପରକୁ ମହାଦୀପ ଉଠିଥାଏ ।