ପୁରୀ ଏବେ ଆଇନ ର କବଜାରେ

Sep 12, 2025 - 20:52
 9
ପୁରୀ ଏବେ ଆଇନ ର କବଜାରେ

ଧାରା ୩୦ ଲାଗୁ କଲେ SP ପ୍ରତୀକ ସିଂହ 

ଏହି ଆଇନ ଅଗଷ୍ଟ, ୨୫ ରୁ ନଭେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ୯୦ ଦିନ ବଳ ବତ୍ତର ରହିବ 

ଏହି ଆଇନ ପୁରୀ ଜିଲ୍ଲାର ସମସ୍ତ ପୋଲିସ ଷ୍ଟେସନ ଅଞ୍ଚଳ, ପୁରୀ ମୁନିସିପାଲିଟି ପିପିଲି, କୋଣାର୍କ ଓ ନିମାପଡା NAC ଅଞ୍ଚଳ ଅନ୍ତର୍ଭୁକ୍ତ 

ବିନା ଅନୁମତିରେ ସଭା, ଶୋଭାଯାତ୍ରା, ମାଇକ ବ୍ୟବହାର କୁ ବେଆଇନ ଘୋଷଣା କରାଯାଇଛି