ଓଡିଶା ରାଜ୍ୟର ଭୁବନେଶ୍ୱର ସହର BMC ପାଇଲା ସ୍ୱଚ୍ଛତା ପୁରସ୍କାର
ଭୁବନେଶ୍ୱର ମହାନଗର ନିଗମ ସର୍ବ ଭାରତୀୟ ସ୍ତରରେ ସମ୍ମାନିତ
ଜାତୀୟ ସ୍ଵଚ୍ଛ ବାୟୁ ସହର -୨୦୨୪ ତାଲିକାର ୪ର୍ଥ ସ୍ଥାନରେ BMC
ପ୍ରଥମ ସ୍ଥାନରେ ଆନ୍ଧ୍ରପ୍ରଦେଶର ଅମରାବତୀ ରହିଛି
ଦ୍ୱିତୀୟ ସ୍ଥାନରେ ଉତ୍ତରପ୍ରଦେଶ ର ମୋରଦାବାଦ ଥିବା ବେଳେ
ଚତୁର୍ଥ ରେ ରହିଛି ଝାଡଖଣ୍ଡର ଝାନ୍ସୀ
ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ତରଫରୁ ଏହି ମାନ୍ୟତା ପ୍ରଦାନ କରାଯାଇଛି ||