ପୁରୀରେ ମାନ୍ୟବର ମୁଖ୍ୟମନ୍ତୀ...

Oct 14, 2025 - 22:24
 7
ପୁରୀରେ ମାନ୍ୟବର ମୁଖ୍ୟମନ୍ତୀ...

ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀର ଭଗବାନ ଜଗନ୍ନାଥ ମନ୍ଦିର ପରିଦର୍ଶନ କରିଛନ୍ତି 

ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଆସନ୍ତା ବର୍ଷ ଠାରୁ ହବିସିଆଳି ମାତାମାନଙ୍କ ପାଇଁ ଏକ ଡିଜିଟାଲ ପଞ୍ଜୀକରଣ ବ୍ୟବସ୍ଥା ଲାଗୁ ହେବ

ଏହି ବ୍ୟବସ୍ଥା ଅନୁଯାୟୀ ସେମାନଙ୍କୁ ଚିକିତ୍ସା ଏବଂ ଜରୁରୀ କାଳୀନ ସେବା ଯୋଗାଇ ଦିଆଯିବ 

ସେ କହିଛନ୍ତି, "ହବିସିଆଳି ମା’ଙ୍କ ଭକ୍ତି ଓଡିଶାର ନୈତିକ ଶକ୍ତି ଏବଂ ସାଂସ୍କୃତିକ ପରିଚୟର ପ୍ରତୀକ ଅଟେ। 

ପୁରୀକୁ ବିଶ୍ୱ ସ୍ତରୀୟ ଧାର୍ମିକ ସହର ଭାବରେ ବିକଶିତ କରାଯିବ ବୋଲି ସିଏମ୍ ମାଝୀ ଘୋଷଣା କରିଛନ୍ତି। 

ତାଙ୍କ ଗସ୍ତ ସମୟରେ ସିଏମ୍ ବୃନ୍ଦାବତୀ ନିବାସରେ ହବିସିଆଳିଙ୍କ ସହ ଭଲ ମନ୍ଦ କଥା ପଚାରି ବୁଝିଥିଲେ |