ପୂର୍ବତନ ରାଷ୍ଟ୍ରପତିଙ୍କୁ ୨୭ ବର୍ଷଜେଲ୍‌...

Nov 26, 2025 - 16:51
 3
ପୂର୍ବତନ ରାଷ୍ଟ୍ରପତିଙ୍କୁ ୨୭ ବର୍ଷଜେଲ୍‌...

ଡୋନାଲ୍ଡ ଟ୍ରମ୍ପଙ୍କ ଦୃଢ଼ ସମର୍ଥକ ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ବୋଲସୋନାର

ବୋଲସୋନାଙ୍କୁ ୨୭ ବର୍ଷର ଜେଲ୍‌ ହେଲା ଦଣ୍ଡାଦେଶ

ଦଣ୍ଡାଦେଶ ଶୁଣାଇଲେ ବ୍ରାଜିଲ SC

୨୦୨୨ ନିର୍ବାଚନରେ ପରାଜୟ ସତ୍ତ୍ବେ କ୍ଷମତା ଛାଡ଼ିବାକୁ ଚାହୁଁ ନଥିଲେ

ସାମରିକ ଶକ୍ତି ପ୍ରୟୋଗ କରି କ୍ଷମତା ରଖିବା ଷଡ଼ଯନ୍ତ୍ର.