ପ୍ରକାଶ ପାଇଲା OPSC ରେଜଲ୍ଟ..

Sep 28, 2025 - 08:37
 30
ପ୍ରକାଶ ପାଇଲା OPSC ରେଜଲ୍ଟ..

ମୋଟ ୩୯୮ ଜଣ କୃତକାର୍ଯ୍ୟ ହୋଇଛନ୍ତି OPSC ପରୀକ୍ଷାରେ | 

ପ୍ରିୟାଂଶୁ ପାଲ୍‌ ହେଲେ OAS ଟପ୍ପର ଦ୍ବିତୀୟ ସ୍ଥାନରେ ଅନନ୍ୟା ମିଶ୍ର । ଶୋଭନ ପଟ୍ଟନାୟକଙ୍କୁ ତୃତୀୟ ସ୍ଥାନ । 

ଶୀର୍ଷ 10 ଜଣଙ୍କ ମଧ୍ୟରେ ଅଛନ୍ତି ଜଣେ ମହିଳା ।

୩୯୮ ଜଣ ପରୀକ୍ଷାର୍ଥୀଙ୍କୁ ମଧ୍ୟରୁ 144 ଜଣ ମହିଳା ଅଛନ୍ତି । 

କଟକସ୍ଥିତ OPSC କାର୍ଯ୍ୟାଳୟ ପକ୍ଷରୁ ଏହା ପ୍ରକାଶ କରାଯାଇଛି । ୱେବସାଇଟରେ ଏହାର ପଳାଫଳ ଉପଲବ୍ଧ ଅଛି ।

ଚତୁର୍ଥ ସ୍ଥାନରେ ମିର୍ଜା ଫୈଜ ଅହମ୍ମଦ କ୍ୱାଦ୍ରି, 

ପଞ୍ଚମ ସ୍ଥାନରେ ଚିନ୍ମୟ ସାହୁ, 

ଷଷ୍ଠ ସ୍ଥାନରେ ଅନ୍ତିମ ସ୍ୱାଇଁ,

ସପ୍ତମ ସ୍ଥାନରେ ଶୈଳେଶ କୁମାର ଭୋଇ,

ଅଷ୍ଟମ ସ୍ଥାନରେ ମହମ୍ମଦ ନାଜିଫ୍ ହାତିଫ୍ , 

ନବମ ସ୍ଥାନରେ ଚିନ୍ମୟ କୁମାର ପାଢୀ, 

ଦଶମ ସ୍ଥାନରେ ଅଛନ୍ତି ମିଲନ ମହାପାତ୍ର । 

ଶୀର୍ଷ 10 ଜଣଙ୍କ ମଧ୍ୟରେ ଅଛନ୍ତି ଜଣେ ମହିଳା ।