ବହୁଦିନ ପ୍ରତୀକ୍ଷାର ଅନ୍ତ ଘଟାଇଲେ ଲୋକଙ୍କ ସରକାର...

Oct 5, 2026 - 17:38
 3
ବହୁଦିନ ପ୍ରତୀକ୍ଷାର ଅନ୍ତ ଘଟାଇଲେ ଲୋକଙ୍କ ସରକାର...

୧୫ ରେ ହେବ ଛାତ୍ର ସଂସଦ ନିର୍ବାଚନ 

ଦୀର୍ଘ ବର୍ଷର ଅପେକ୍ଷାର ଅନ୍ତଃ ହୋଇଛି । 

ଆସନ୍ତା ୧୫ ତାରିଖ ଦିନ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି । 

ଏନେଇ ସୋମବାର ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଘୋଷଣା କରିଛନ୍ତି । 

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଆଲୋଚନା ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । 

ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସୂଚନା ଅନୁଯାୟୀ କଲେଜ ପକ୍ଷରୁ ୭ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି ।

୯ ତାରିଖରେ ନାମାଙ୍କନ ଦାଖଲ ନେଇ ମନ୍ତ୍ରୀଙ୍କ ସୂଚନା । 

୧୬ ତାରିଖରେ ଶପଥ ନେବେ ନବ ନିର୍ବାଚିତ ଛାତ୍ରନେତା ।

୧୬ ତାରିଖରେ ଶପଥ ନେବେ ନବ ନିର୍ବାଚିତ ଛାତ୍ରନେତା । 

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ ଖୁବଶୀଘ୍ର ବିଜ୍ଞପ୍ତି ଆସିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।