ବାଣ ଫୁଟାରେ ଲାଗିଲା କଟକଣା...

Oct 15, 2025 - 07:06
 16
ବାଣ ଫୁଟାରେ ଲାଗିଲା କଟକଣା...

ଦୀପାବଳି ପୂର୍ବରୁ ଜାରି ହେଲା ଗାଇଡଲାଇନ

ସନ୍ଧ୍ୟା ୭ଟାରୁ ୯ଟା ଯାଏ ବାଣ ଫୁଟାଇବାକୁ ଅନୁମତି

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ନିର୍ଦେଶ ଜାରି

ବାଣ ଫୁଟାଇବା ସମୟରେ ସୁରକ୍ଷା ପାଇଁ ପରାମର୍ଶ

ଦୀପାବଳିରେ ବାଣ ଫୁଟାଇବା ପାଇଁ ପରାମର୍ଶମୂଳକ ନିର୍ଦ୍ଦେଶାବଳୀ

ଦୀପାବଳୀକୁ କେବଳ ଦୀପ ଜଳାଇ ପାଳନ କରନ୍ତୁ ଏବଂ ବାଣ ଫୁଟାଇବା ସମୟ ସନ୍ଧ୍ୟା 7 ଟାରୁ ୨ ଟା ପର୍ଯ୍ୟନ୍ତ ସୀମିତ ରଖନ୍ତୁ ।

ଅଧିକ ଶବ୍ଦ ସୃଷ୍ଟି କରୁଥିବା ବାଣ ଫୁଟାଇବାରୁ ବର୍ଜନ କରନ୍ତୁ ।

. ବାଣର ଶବ୍ଦ 125 B(AI) ରୁ ଅଧିକ ହୋଇପାରିବ ନାହିଁ ।

ଶାଢି କ୍ଷେତ୍ର (ବଗିଚା/ପାର୍କ, ହସ୍ପିଟାଲ୍, ସିକ୍ଷା ସଂସ୍ଥା, କୋର୍ଟ, ଚାର୍ଟ, ଧାର୍ମିକ ସ୍ଥାନ ଇତ୍ୟାଦିର 10() ମିଟର ଦୂରତାଭିତରେ) ବାଣ ଫୁଟାଇବା ବର୍ଜିତ ।

କେବଳ "ରୀନ କ୍ରାର୍କଶ" (ପରିବେଶଳାନ୍ଧବ ଜାଣ) ଖୋଲା ଖାଲା ଜାଗାରେ ଫୁଟାଇବାକୁ ଅନୁମତି ରହିଛି ।

ଝୁପଡ଼ି, ଦୋକାନ, ଘର, ଅଗ୍ନି-ପ୍ରବଣ ସ୍ଥାନ, ରାସ୍ତା ଏ ଏବଂ ଅଧିକ ଯାତାୟାତ ସ୍ଥାନରେ ବାଣ ଫୁଟାଇବାରୁ ବର୍ଜନ କରନ୍ତୁ ।

10 ବର୍ଷରୁ କମ୍ ବୟସ୍‌ର । ଶିଶୁମାନେ ଶବ୍ଦ-ସୃଷ୍ଟି କରୁଥିବା ବାଣ ଫୁଟାଇବାକୁ ଅନୁମତି ନାହିଁ ।

ବାଣ ଫୁଟାଇବା ସମୟରେ ସୁରକ୍ଷା ପାଇଁ ସଦ ପାଇଁ ସଦା କପାସର (ସର (କଟନ) କପଡ଼ାପିନ୍ଧନ୍ତୁ ।

ମାନ୍ୟବର ସୁପ୍ରିମକୋର୍ଟ କେବଳ "ଗ୍ରୀନ କ୍ରାର୍କଶ (ପରିବେଶବାନ୍ଧବ ବାଣ ) ବ୍ୟତୀତ ଅନ୍ୟ ତୀତ ଅନ୍ୟ ସମସ୍ତ ବାଣିର ଉତ୍ପାଦନ ଓ ବିକ୍ରୟକୁ ନିଷେ ନିଷେଧ କରିଛନ୍ତି।

ବାଣରେ ବେରିଅମ । ଓ ଅନ୍ୟାନ୍ୟ ନିଷିଦ୍ଧ ରସାୟନିକ ବ୍ୟବହାର ସଂପୂର୍ଣ୍ଣ ବର୍ଜିତ ।

.

ଉପରୋ คิดคด ขณ ๑๑ ଓଡ଼ିଶା ଫାୟାର କ୍ରାକର୍ସ ଏବଂ ଲାଉଡ୍ ସ୍ପିକର୍ସ (ରେଗୁଲେସନ୍) ଆକ୍ଟ, 1958 @ ନ୍ୟୁଜ୍ ପୋଲ୍ ଅଲୁଏସନ୍ (ନିୟମାବଳୀ ଏବଂ ନିୟନ୍ତ୍ରଣ) ନିୟମ, 2000 ขด

ଏହା ସମ୍ବନ୍ଧରେ କୌଣସି ชนิด อุด คิด 6 คริคด District Magistrate, ADM, SDM, SP, ASP, DSP G SDPO ଙ୍କ ନିକଟରେ ଦାଖଳ ଚାଖଲ କରିପାରିବ

ବାଣ ଫୁଟାଇବା ସମୟରେ ନିକଟରେ ପାଣି ବାଲି ରଖନ୍ତୁ ।

ବାଣକୁ ହାତରେ ଧରି ଜଳାନ୍ତୁନାହିଁ, ସଦା ଭୂମିରେ ରଖ୍ ଜଳାନ୍ତୁ ।

ବାଣ ଫୁଟିବା ସମୟରେ ସୁରକ୍ଷିତ ଦୂରତାକୁ ଯାଆନ୍ତୁ ।

ପ୍ରଥମ ଥରରେ ନ ଫୁଟିଥିବା ବାଣକୁ ପୁଣିଥରେ ଜଳାଇବାର ଚେଷ୍ଟା କରନ୍ତୁ ନାହିଁ ।

ବ୍ୟବହୃତ ବାଣ ଓ ତାହାର ଅବଶିଷ୍ଟକୁ ସୁରକ୍ଷିତ ଭାବରେ ନିଷ୍କାସନ କରନ୍ତୁ, ଯାହାଦ୍ବାରା ଅକସ୍ମାତ ଅଗ୍ନିକାଣ୍ଡରୁ ପାରିବ ।

ପଶୁପକ୍ଷୀଙ୍କୁ ବାଣର ଧୁଆଁରୁ ଓ ଶବ୍ଦରୁ ସୁରକ୍ଷା କରନ୍ତୁ, କାରଣ ସେମାନେ ଏହା ପ୍ରତି ସ୍ପର୍ଶକାତର

ବୃଦ୍ଧମାନେ ଓ ଶ୍ଵାସ ରୋଗୀମାନେ ବାଣର ଧୁଆଁରୁ ଦୁରେଇ ରହିବାକୁ ପରାମର୍ଶ ଦିଆଯାଉଅଛି।

ବାଣ ଫୁଟାଇବା ସମୟରେ ଆଖୁ ସୁରକ୍ଷା ପାଇଁ ପାରଦର୍ଶୀ ଚଷମା ପିନ୍ଧିବା ଉଚିତ ।