ବାଲୁଗାଁ ରେ ଅନୁଷ୍ଠିତ "ଚିଲିକା ବୋଇତ ବନ୍ଦାଣ ଉତ୍ସବ"
ବାଲୁଗାଁ ରେ ଅନୁଷ୍ଠିତ "ଚିଲିକା ବୋଇତ ବନ୍ଦାଣ ଉତ୍ସବ" ରେ ଯୋଗଦେଇ ଥିଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ପୃଥ୍ୱୀରାଜ ହରିଚନ୍ଦନ, ପୁରୀ ସାଂସଦ, Dr ସମ୍ବିତ ପାତ୍ର, ସ୍ୱାଭିମାନୀ ନେତା ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ପ୍ରଦ୍ୟୁମ୍ନ ଶତପଥୀ ଙ୍କ ସହିତ ଅନେକ ଗୁଣୀ ଜ୍ଞାନୀ ବ୍ୟକ୍ତିବିଶେଷ |