ପ୍ରଥମ ଥର ପାଇଁ ଭାରତ ମହିଳା କ୍ରିକେଟ ଦଳ ବିଶ୍ୱରେ ଭାରତର ନାମ କୁ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ କରିଲା |
ପ୍ରଥମ ଥର ପାଇଁ ଭାରତ ମହିଳା କ୍ରିକେଟ ଦଳ ବିଶ୍ୱରେ ଭାରତର ନାମ କୁ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ କରିଲା |
ମହିଳା ବିଶ୍ୱକପ - ୨୦୨୫ ର ମୁଖ୍ୟାଂଶ...
????ସମୁଦାୟ ୮ ଟି ଦଳ ଭାଗ ନେଇଥିଲେ
????ମୋଟ ରେ ୩୧ ଟି ମ୍ୟାଚ ଖେଳା ଯାଇଥିଲା
????Final ମ୍ୟାଚ,ନାଭି ମୁମ୍ବାଇ ରେ ଅନୁଷ୍ଠିତ ହୋଇଥିଲା
????ଦଳ: ଅଷ୍ଟ୍ରେଲିଆ, ଭାରତ, ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ଶ୍ରୀଲଙ୍କା, ନିୟୁଜଲାଣ୍ଡ, ବାଂଲାଦେଶ ଓ ପାକିସ୍ଥାନ
????ଖେଳ :ସେପ୍ଟେମ୍ବର ୩୦ ରୁ ନଭେମ୍ବର ୨ ତାରିଖ
????ପୁରସ୍କାର ରାଶି :
୩୯. ୫୫ କୋଟି
ରନର୍ସ ଅପ - ୧୯. ୭୭ କୋଟି
????ବିଜୟ - ଭାରତ - ୫୨ ରନ
ସ୍କୋର - ୨୯୮/୭
????ଶ୍ରେଷ୍ଠ ଖେଳାଳୀ -
ଦିପ୍ତୀ ଶର୍ମା ୨୨-ଉଇ କେଟ
ଶେଫାଳୀ ଶର୍ମା - ୮୭ ରନ