ବାସହୀନ ଲୋକ ସରକାରୀ ଘର କିଣିବା ହେଲା ସହଜ...
ଓଡ଼ିଶାରେ ବାସହୀନଙ୍କୁ ସରକାରୀ ଜମି ଆବଣ୍ଟନ ପାଇଁ ଆୟ ସୀମା ବୃଦ୍ଧି
ଜମିହୀନ ପରିବାରଙ୍କୁ ଘରଡିହ ଯୋଗାଇବା ପାଇଁ ଆୟ ସୀମା ଦେଢ଼ ଲକ୍ଷକୁ ବୃଦ୍ଧି
ବାର୍ଷିକ ପରିବାର/ବ୍ୟକ୍ତିଗତ ଆୟ ସୀମା ୧ ଲକ୍ଷରୁ ୧.୫ ଲକ୍ଷ ଟଙ୍କାକୁ ବୃଦ୍ଧି
ଏହି ଆୟ ସୀମା ଘରଡିହ ନଥିବା ପରିବାରଙ୍କୁ ସରକାରୀ ଜମି ଆବଣ୍ଟନ ପାଇଁ ଲାଗୁ
୨୦୨୩ରେ ଶେଷଥର ପାଇଁ ଏହି ଆୟ ସୀମା ୧ ଲକ୍ଷକୁ ବୃଦ୍ଧି କରାଯାଇଥିଲା