ବିକଶିତ ଭାରତ ବିଲ୍ଟାଥନ’ ଯୁବ ଉଦ୍ଭାବକଙ୍କୁ ସଶକ୍ତ କରିବ – ଧର୍ମେନ୍ଦ୍ର ପ୍ରଧାନ
ଭାରତର ନବସୃଜନ ଯାତ୍ରା ଉପରେ ନୀତି ଆୟୋଗର ରିପୋର୍ଟ ଉନ୍ମୋଚିତ
ନୀତି ଆୟୋଗର ରିପୋର୍ଟ "ପ୍ରଗତିର ପଥ: ଭାରତର ନବସୃଜ ଅନ୍ତଦୃଷ୍ଟି'' ଭାରତର ଅଭିବୃଦ୍ଧିର ଦର୍ପଣ ବସୃଜନ କାହାଣୀଟେ ରେ ବିଶ୍ଳେଷଣ এক
ଟ୍ରାଇ ସର୍ଭିସେସ୍ ଏକାଡେମି ଟେକ୍ନୋଲୋଜି ସିମ୍ପୋଜିୟମ ମାରୋହରେ ହେଲେ ସାମିଲ
ବିକଶିତ ଭାରତ ବିଲ୍ବାଥନ୍ ହେବ ନବସୃଜନ ପୁନର୍ଜାଗରଣର ସ୍ମାରକ
ଅପରେସନ ସିନ୍ଦୁର ; ଗବେଷଣା, ନବସୃଜନ ଜନ ଏବଂ ଶିକ୍ଷାଗତ ଶକ୍ତିର ବିଜୟର ଶକ୍ତିଶାଳୀ ଉଦାହରଣ
– କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧା ଧାନ ମଙ୍ଗଳବା ବାର ନୂଆଦିଲ୍ଲୀ ଠାରେ ସାରା ଦେଶର ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନବସୃଜନକୁ ବଢାଇବା ବା ଲକ୍ଷ୍ୟରେ ‘ବିକଶିତ ଭାରତ ବିଲ୍ଵଥନ १०१४'(Viksit Bharat Buildathon) n) ଶୁଭାରମ୍ଭ କରିଛନ୍ତି । ଏହାବ୍ୟତୀତ ଶ୍ରୀ ପ୍ରଧାନ ପୃଥକ କାର୍ଯ୍ୟକ୍ରମରେ ଭାରତର ନବସୃଜନ ଯାତ୍ରା ଉପରେ ନୀତି ଆୟୋଗର ।ଗର ଏକ ରିପୋର୍ଟ ଉନ୍ମୋଚନ କରିବା ସହ ଟ୍ରାଇ ସର୍ଭିସେସ୍ ଏକାଡେମି ଟେକ୍ନୋଲୋଜି ସିମ୍ପୋଜିୟମର ଉଦଯାପନୀ ସମାରୋହରେ ଯୋଗଦେଇଛନ୍ତି ।
ସହଯୋଗରେ ଆ କେନ୍ଦ୍ରମନ୍ତ୍ରୀଙ୍କ କରକମଳରେ ଶୁଭାରମ୍ଭ ହୋଇଥିବା ‘ବିକଶିତ ଭାରତ ବିଲ୍ଟାଥନ୍ - ୨୦୨୫ ୦୨୫' ଶିକ୍ଷା ମନ୍ତ୍ରଣାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଦ୍ବାରା ଅଟଳ ଇନୋଭେସନ ମିଶନ, ନ, ନୀତି ଆୟୋଗ ଏବଂ ଏଆଇସିଟିଇ ରେ ଆୟୋଜନ କରାଯାଉଛି ।ଉଛି । । ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ବିକଶିତ ଭାରତ ବିଲ୍ଵଥନର ଜିଙ୍ଗଲ୍ ଏବଂ ଲୋଗୋର ମଧ୍ୟ ଶୁଭାରମ୍ଭ କରିଥିଲେ । ସେ କହିଛନ୍ତି, ବିକଶିତ ଭାରତ ବିଲ୍ଟାଥନ୍ ନାମକ ଏକ ବଡ଼ ସ୍କୁଲ ହାକାଥନ୍ ଆରମ୍ଭ କରାଯାଇଛି । ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୂତନ ଚିନ୍ତାଧାରା ଏବଂ ଉତ୍ପାଦ ବିକାଶ କରିବାର କ୍ଷମତାକୁ ବଢ଼ାଇବା । ଏଥିରେ ଛାତ୍ରଛାତ୍ରୀମାନେ 'ଭୋକାଲ୍ ଫର୍ ଲୋକାଲ', 'ଆତ୍ମନିର୍ଭର ଭାରତ', 'ସ୍ବଦେଶୀ', ଏବଂ 'ସମୃଦ୍ଧି' ପରି ଚାରୋଟି ବିଷୟବସ୍ତୁ ଉପରେ କାମ କରିବେ । ଏହି କାର୍ଯ୍ୟକ୍ରମ ଦେଶରେ ନୂଆ ଚିନ୍ତାଧାରାକୁ ପ୍ରୋତ୍ସାହିତ କରିବ ଏବଂ ଯୁବପିଢ଼ିଙ୍କୁ ଏକ ଉନ୍ନତ, ବିକଶିତ, ଓ ଆତ୍ମନିର୍ଭର ଭାରତ ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିବା ପାଇଁ ପ୍ରସ୍ତୁତ କରିବ ।