ରାଜ୍ୟ ସଭାର BJD ଦଳ ନେତା ଭାବେ ମାନସ ରଞ୍ଜନ ମଙ୍ଗରାଜ ଏବଂ ବିଜେଡି ଦଳର ପାର୍ଟି ହୁଇପ ଭାବେ ଶ୍ରୀମତୀ ସୁଲତା ଦେଓ ଙ୍କୁ ନିଯୁକ୍ତ କଲେ ରାଜ୍ୟ ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ |

Apr 13, 2026 - 12:18
Apr 13, 2026 - 12:33
 11