ବିଜେପି ପଦ୍ମ ପୋଖରୀ ରେ ଖୁବ ଶୀଘ୍ର କିଛି ଡୁବ ପକାଇ ପାରନ୍ତି...
ବିଜେଡି ଛାଡ଼ିପାରନ୍ତି ଆଉ ୨ ଜଣ ସାଂସଦ
ଦେବାଶିଷ ସାମନ୍ତରାୟଙ୍କ ପରେ ବିଜେଡି ଛାଡ଼ିପାରନ୍ତି ଆଉ ୨ ସାଂସଦ
କାହା ନାଁ ନ ନେଇ ସୂଚନା ଦେଲେ ବିଜେପି ସାଂସଦ
ଉପକୂଳ ଅଞ୍ଚଳର ଜଣେ ବିଜେଡି ସାଂସଦ ଯୋଗ ଦେବା ନେଇ ଫାଇନାଲ୍
ଉଭୟ ରାଜ୍ୟ ଓ ଦିଲ୍ଲୀ ନେତୃତ୍ବଙ୍କ ସହ ସେ କଥା ହୋଇ ସାରିଛନ୍ତି
ସପ୍ତାହେ ଭିତରେ ବିଜେଡି ଛାଡ଼ିବେ, ଯୋଗାଯୋଗରେ ଅଛନ୍ତି
ବିଜେଡିରେ ଗଣତନ୍ତ୍ର ନାହିଁ, ନେତାଙ୍କୁ ସମ୍ମାନ ନାହିଁ
ତେଣୁ ସେମାନେ ବୀତସ୍ପୃହ ହୋଇ ବିଜେଡି ଛାଡୁଛନ୍ତି
ଲୋଭ ଓ ଲାଭ ଆଶାରେ ସେମାନେ ଆସୁନାହାନ୍ତି
ବିଜେପି ଆଦର୍ଶରେ ଅନୁପ୍ରାଣିତ ହୋଇ ସେମାନେ ଦଳକୁ ଆସୁଛନ୍ତି
ବିଜେଡି ପୂରା ଶୂନ୍ ହୋଇଯିବ କି! ଏକ ଇତିହାସ ପାଲଟିବ କି!