ବିଧାନସଭା ପରିଭ୍ରମଣରେ ଆସିଥିବା ରାଜସ୍ବ ସେବାର ଅଧିକାରୀ ମାନେ, ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କ ସହିତ ସାକ୍ଷାତ
ବିଧାନସଭା ପରିଭ୍ରମଣରେ ଆସିଥିବା ରାଜସ୍ବ ସେବାର ଅଧିକାରୀ ମାନେ, ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କ ସହିତ ସାକ୍ଷାତ ଅବସରରେ ଉପସ୍ଥିତ ଅଛନ୍ତି ଉପବାଚସ୍ପତି ଶ୍ରୀ ଭବାନୀ ଭୋଇ ଓ ସଚିବ ଶ୍ରୀ ସତ୍ୟବ୍ରତ ରାଉତ ||
**
**