ବିଶ୍ୱ ପଖାଳ ଦିବସ ଅବସରରେ ସମନ୍ତରାପୁରରେ ଭୁବନେଶ୍ୱର ସାଂସଦ ମହା ଆଡମ୍ବରପୂର୍ଣ ଭାବେ ପାଳନ କରିଛନ୍ତି |
ବିଶ୍ୱ ପଖାଳ ଦିବସ ଅବସରରେ ସମନ୍ତରାପୁରରେ ଭୁବନେଶ୍ୱର ସାଂସଦ ମହା ଆଡମ୍ବରପୂର୍ଣ ଭାବେ ପାଳନ କରିଛନ୍ତି |
ଏହି କାର୍ଯ୍ୟକ୍ରମରେ ଯୁବ ନେତା ପ୍ରତାପ ଜେନା, ଲିଟୁ ମହାସୂପକାରଙ୍କ ସହିତ 'ଏକାମ୍ର ଆର୍ମି' ମାନେ ଯୋଗ ଦେଇ ଦିବସର ଯଥାର୍ଥତା ପ୍ରତିପାଦନ କରିଥିଲେ |