ବିଶ୍ୱ ସଂକଟର ମୁକାବିଲା ଲାଗି ପ୍ରଧାନମନ୍ତ୍ରୀଙ୍କ ନିବେଦନ ସମୟୋପଯୋଗୀ
ବିଶ୍ବର ୪୦ରୁ ଅଧୂକ ଦେଶ ଶକ୍ତି ସଞ୍ଚୟ ପାଇଁ ନେଇଛନ୍ତି ଜରୁରୀକାଳୀନ ପଦକ୍ଷେପ
ନୂଆଦିଲ୍ଲୀ, ୧୨ ମଇ
ସାମ୍ପ୍ରତିକ ବିଶ୍ବ ସଂକଟ ସମୟରେ ବିଭିନ୍ନ ଦେଶର ସରକାର ଖର୍ଚ୍ଚ କାର ଖର୍ଚ୍ଚ ହ୍ରାସ, ଯାତ୍ରା କମାଇବା ଏବଂ ଶକ୍ତି ସଂରକ୍ଷଣ କରିବାକୁ ନିୟମିତ ଭାବେ ନାଗରିକମାନଙ୍କୁ ନିବେଦନ କରୁଛନ୍ତି କରୁ । ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସଂଯମତା ଅବଲମ୍ବନ କରିବା ଲାଗି ଅପିଲ୍ କରିଛନ୍ତି । ତାଙ୍କର ଏହି ନିବେଦନ କୌଣସି ବ୍ୟତିକ୍ରମ କିମ୍ବା ଅତ୍ୟଧୂକ ନୁହେଁ । ବିଶ୍ବର କେତେକ ଦେଶ ଶ ବେ କେବଳ ନିବେଦନ ଠାରୁ ଆଗକୁ ବଢ଼ି ବିଭିନ୍ନ ବାଧ୍ୟତାମୂଳକ ନିୟମ ଲାଗୁ କରିଛନ୍ତି । ଏସବୁ ଦେଶ ୨୦୨୬ ତୈଳ ସଂକଟର ମୁକାବିଲା ନିମନ୍ତେ ଇନ୍ଧନର ଯୁକ୍ତିସଂଗତ ଉପକ୍ଷେ ଯୋଗ, ବାଧ୍ୟତାମୂଳକ ଭାବେ ଘରୁ କାମ କରିବା, ଇନ୍ଧନ ବ୍ୟବହାର ପାଇଁ ନିର୍ଦ୍ଦିଷ୍ଟ ସୀମା ଲାଗୁ କରିବା, ଗାଡ଼ି ବେଗ ହ୍ରାସ ଏବଂ ଯାତ୍ରା ଉପରେ ଅଙ୍କୁଶ ଲଗାଇବା ଭଳି ପଦକ୍ଷେପ ନେଇଛନ୍ତି ।
ବିଶ୍ବ ସଂକଟର ମୁକାବିଲା ଲାଗି ୟୁରୋପୀୟ ଆୟୋଗ ସମେତ ପ୍ରାୟ ୪୦ଟି ଦେଶ ଜରୁରିକାଳୀନ ଇନ୍ଧନ ସଂରକ୍ଷଣ ପଦକ୍ଷେପ ନେଇଛନ୍ତି । ଇନ୍ଧନ ଓ ପରିବହନ ଉପରେ ୪୦ରୁ ଅଧିକ ଦେଶ କଟକଣା ଲାଗୁ କରିଛନ୍ତି। ବିକଶିତ ଅର୍ଥବ୍ୟବସ୍ଥାଗୁଡ଼ିକ ସୀମାଶୁଳ୍କ ହ୍ରାସ, ସରକାରୀ ସହାୟତା ବ୍ୟବସ୍ଥା, ଲାଭଖୋରୀ ବିରୋଧରେ ଚେତାବନୀ ସମେତ ପରିବହନ, କୃଷି ଏବଂ ଅଧୂକ ଇନ୍ଧନ ବ୍ୟବହାର କରୁଥିବା କ୍ଷେତ୍ର ପାଇଁ ସହାୟତା ଯୋଗାଇ ଦେଇଛନ୍ତି । ରୋଷେଇ ତେଲ, ଏଲପିଜି ଏଲପିଜି ବ୍ୟ ବ୍ୟବହାର କମାଇବ ମାଇବା ଲାଗି ୩ଟି ଦେଶ ପ୍ରତ୍ୟକ୍ଷ ପଦକ୍ଷେପ ନେଇଛନ୍ତି । ଇନ୍ଧନର ଯୁକ୍ତିସଂଗତ ବ୍ୟବହାର, ସିଲିଣ୍ଡରକୁ ଅଧା ପୂରଣ କରିବା କିମ୍ବା ଇଲେକ୍ଟିକ୍ ଅଥବା ପିଏନଜି ଭଳି ବିକଳ୍ପ ଇନ୍ଧନ ଉପଯୋଗ ଲାଗି ପଦକ୍ଷେପ ନିଆଯାଇଛି ।
୧୮ଟି ଦେଶ ପରିବହନ ହ୍ରାସ ରଣନୀତି ଅବଲମ୍ବନ କରିଛନ୍ତି । ଛନ୍ତି । ଇନ୍ଧନ ବ୍ୟବହାର ପାଇଁ ସୀମା ନିର୍ଦ୍ଧାରଣ କରିବା, ଦୈନିକ ଗାଡ଼ି ଚାଳନାକୁ ନିୟନ୍ତ୍ରଣ କରିବା, କାର୍ ପୁଲିଂ ଓ ଗଣପରିବହନକୁ ପ୍ରୋତ୍ସାହନ ଦେବା, ଘରୋଇ/ସରକାରୀ ବାହ ବାହନ ଚଳାଚଳକୁ ନିୟନ୍ତ୍ରଣ । ନିୟନ୍ତ୍ରଣ କରିବା ସହିତ ଇଭି ବିକଳ୍ପ ବ୍ୟବହାର ପାଇଁ ପଦକ୍ଷେପ ନିଆଯାଇଛି । ୧୩ଟି ଦେଶ ଘରୁ କାମ କରିବାର ବ୍ୟବସ୍ଥା ଏବଂ ଦୂରରୁ ଥାଇ କାମ କରିବାର ନିୟମ ଲା କରିଛନ୍ତି । ସାର୍ବଜନୀନ କ୍ଷେତ୍ରରେ ବିଶେଷ କରି ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି । ୩୫ରୁ ଅଧୂ ଦେଶ ଜନସଚେତନତା, ଇନ୍ଧନ ସୀମା ନିର୍ଦ୍ଧାରଣ, ସରକାରୀ ଯାତ୍ରା କଟକଣା ଏବଂ ସାର୍ବଜନୀନ ସ୍ବରରେ ଇନ୍ଧନର ଦକ୍ଷ ବ୍ୟବହାର ଆଦି ପଦକ୍ଷେପ ସମେତ ଇନ୍ଧନ ସଞ୍ଚୟ ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି। ଲାଗୁ ଅଧୂକ
ପ୍ରଶାସନିକ ସେବା କର୍ମଚାରୀଙ୍କ ପାଇଁ ଅନେକ ଦେଶ ଘରୁ କାମ କରିବା ଏବଂ କାର୍ଯ୍ୟାଳୟ ଠାରୁ ଦୂରରେ ରହି କାମ କରିବାର ବ୍ୟବସ୍ଥା କାର୍ଯ୍ୟକାରୀ କରିଛନ୍ତି । ଘରୋଇ କ୍ଷେତ୍ର ପାଇଁ ଦୈନନ୍ଦିନ କାର୍ଯ୍ୟାଳୟକୁ ନ ଆସିବାର ବ୍ୟବସ୍ଥାକୁ ପ୍ରୋତ୍ସାହିତ କରାଯାଉଛି । ପାକିସ୍ତାନରେ ସପ୍ତାହକୁ ୪ଦିନ କାମ କରିବା ଏବଂ ୫୦% କାମ ପାଇଁ କାର୍ଯ୍ୟାଳୟକୁ ନ ଆସିବାର ବ୍ୟବସ୍ଥା କରାଯାଇଛି । ଇଣ୍ଡୋନେସିଆରେ ପ୍ରତ୍ୟେକ ଶୁକ୍ରବାର ୱାର୍କ ଫ୍ରମ୍ ହୋମ୍ ବା ଘରୁ ଥାଇ କାମ କରିବାର ନିୟମ ଲାଗୁ କରାଯାଇଛି । ଶ୍ରୀଲଙ୍କାରେ ବୁଧବାର କାର୍ଯ୍ୟାଳୟକୁ ବନ୍ଦ ରଖାଯାଉଛି । କୋରିଆ, କାମ୍ବୋଡ଼ିଆ, ଲାଓ ପିଡିଆର, ମାଲେସିଆ, ଫିଲିପାଇନ୍ସ, ଥାଇଲ୍ୟାଣ୍ଡ, ଭିଏତନାମ, ପେରୁ, ଇଜିପ୍ଟ ଆଦି ଦେଶ ଇନ୍ଧନ ସଞ୍ଚୟ ଲାଗି ନମନୀୟ ବ୍ୟବସ୍ଥା କରିଛନ୍ତି ।
ବିଦ୍ୟୁତ ସଞ୍ଚୟ ଲାଗି ବାଂଲାଦେଶ, ସିଙ୍ଗାପୁର, କାମ୍ବୋଡ଼ିଆ, ମାଲେସିଆ, ଶ୍ରୀଲଙ୍କା, ଥାଇଲ୍ୟାଣ୍ଡ, ଜୋର୍ଡାନ୍