ବୃତ୍ତଗତ ସୁରକ୍ଷା, ସ୍ବାସ୍ଥ୍ୟ ଓ କାର୍ଯ୍ୟ ପରିସ୍ଥିତି (ଓଏସଏଚ୍) କୋଡ୍, ୨୦୨୦ ପରିଚୟ
ବୃତ୍ତଗତ ସୁରକ୍ଷା, ସ୍ବାସ୍ଥ୍ୟ ଓ କାର୍ଯ୍ୟ ପରିସ୍ଥିତି ସଂହିତା (ଓଏସ୍ଏଚ୍), ୨୦୨୦, ବର୍ତ୍ତମାନ ବିଦ୍ଯମାନ ଜଟିଳ ଶ୍ରମ ଆଇନ୍ଗୁଡ଼ିକୁ ଏକୀକୃତ ଓ ସରଳ କରିବା ପାଇଁ ପ୍ରଣୟନ କରାଯାଇଛି। ଏହା ୧୩ଟି କେନ୍ଦ୍ରୀୟ ଶ୍ରମ ଆଇନକୁ ପରିବର୍ତ୍ତନ କରି ଏକ ଏ ଏକତ୍ର ସମଗ୍ର | ଆଇନ ଦ୍ବାରା ପ୍ରତିଷ୍ଠାପିତ କରେ, ଯାହା ଦ୍ବାରା ବହୁବିଧତା ହ୍ରାସ ହୁ ହୁଏ ଏବଂ ଶିଳ୍ପ ଏବଂ ରାଉ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକରେ ସମ ସମାନତା ଆଣେ। ଭାରତରେ ସ୍ବଚ୍ଛତାକୁ ଉନ୍ନତ କରିବା, ଶ୍ରମିକ କଲ୍ୟାଣ ବୃଦ୍ଧି କରିବା ଏବଂ ବ୍ୟବସାୟ କରିବାର ସହଜତାକୁ ପ୍ରୋତ୍ସାହିତ କରିବା ପାଇଁ ବ୍ୟାପକ ଶ୍ରମ ଆଇନ ସଂସ୍କାରର ଏକ ଅଂଶ ଭାବରେ ଏହି ସଂହିତା ପ୍ରଣୟନ କରାଯାଇଥିଲା। ରାଜ୍ୟ
ଏହି ସଂହି ହିତା ଶ୍ରମିକ ଅଧୂକାର ଓ ନିରାପଦ କାର୍ଯ୍ୟ ପରିସ୍ଥିତିକୁ ସୁରକ୍ଷା ଦେବା ଏବଂ ଏକ ବ୍ୟବସାୟ-ଅନୁକୂଳ ନିୟାମକ ପରିବେଶ ଶ ସୃଷ୍ଟି ସୃଷ୍ଟି କରି କରିବା ଦ୍ବାରା ଆର୍ଥିକ ଅଭିବୃଦ୍ଧି ଏବଂ ନିଯୁକ୍ତିକୁ ପ୍ରୋତ୍ସାହିତ କରିବା, ଭାରତର ଶ୍ରମ ବଜାରକୁ ଅଧୂକ ଦକ୍ଷ, ନିରପେକ୍ଷ କ୍ଷ ତଥା ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ଭଳି ଯୁଗ୍ମ ଉଦ୍ଦେଶ୍ୟକୁ ସନ୍ତୁଳିତ କରେ।
ଏକକ ପଞ୍ଜୀକର କରଣ, ସର୍ବଭାରତୀୟ ୟ_ଲାଇସେନ୍ସ, ଇଲେକ୍ଟ୍ରୋନିକ୍ ଫାଇଲିଂ ଏବଂ ସମୟସୀମା ଅନୁମୋଦନ ଭଳି ପଦକ୍ଷେପ ମାଧ୍ୟମରେ ଅନୁପାଳନ ପ୍ରକ୍ରିୟାକୁ ସରଳ କରାଯାଇଛି। ଏହା ସହିତ, ଏହି ସଂହିତା ପ୍ରକ୍ରିୟାଗତ ବାଧାଗୁଡ଼ିକୁ ହ୍ରାସ କରିବା ଏବଂ ନିବେଶକୁ ଉତ୍ସାହିତ କରିବା ପା ପାଇଁ ନିୟମ, ରିଟର୍ଣ୍ଣ ସଂଖ୍ୟାକୁ ହ୍ରାସ କରେ।
ବିଷୟ ବିଦ୍ୟମାନ ଆଇନ ଓଏସ୍ଏଚ୍ ଏବଂ ଡବ୍ଲ୍ୟୁସି କୋଡ୍ ୨୦୨୦ ଆଇନ ସଂଖ୍ୟା ୧୩ ଏବଂ
ଧାରାର ନିୟମ "of" ୧୭୫ ପଞ୍ଜିକରଣ ଏବଂ ଲାଇସେନ୍ସ ४ ଏବଂ ରିଟର୍ଣ୍ଣ 88
90 ଅପରାଧଗୁଡ଼ିକର ବୃଦ୍ଧି ଏବଂ ଉନ୍ନତି ସୂଚନା କୌଣସି ବ୍ୟବସ୍ଥା ନାହିଁ
ନୂତନ ବ୍ୟବସ୍ଥା କୌଣସି ବ୍ୟବସ୍ଥା ନାହିଁ ନୂତନ ବ୍ଯବସ୍ଥା
ଡକ୍ ଶ୍ରମିକ (ସୁରକ୍ଷା, ସ୍ୱାସ୍ଥ୍ୟ ଏବଂ କଲ୍ୟାଣ) ଆଇନ, ୧୯୮୬
କୋଠା ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ (ନିଯୁକ୍ତି ନିୟନ୍ତ୍ରଣ ଏବଂ ସେବା ସର୍ତ୍ତାବଳୀ) ଆଇନ, ୧୯୯୬
କର୍ମଚାରୀ କଲ୍ୟାଣ ଏବଂ ନିଯୁକ୍ତି ସର୍ଭାବଳୀ ନିଯୁକ୍ତିପତ୍ର ମାଧ୍ୟମରେ ଔପଚାରିକତା
ପ୍ରତ୍ୟେକ କର୍ମଚାରୀଙ୍କୁ କର୍ମଚାରୀଙ୍କ ବିବରଣୀ, ପଦବୀ, ବର୍ଗ, ମଜୁରୀର ବିବରଣୀ, ସାମାଜିକ ସୁରକ୍ଷାର ବିବରଣୀ ଇତ୍ୟାଦି ଉଲ୍ଲେଖ କରି ନିର୍ଦ୍ଧାରିତ ଫର୍ମାଟରେ ନିଯୁକ୍ତି ପତ୍ର ପ୍ରଦାନ କରାଯିବ।
କର୍ମଚାରୀ-ସହଯୋଗୀ ବ୍ୟବସ୍ଥା
ନିଯୁକ୍ତି ସତ୍ତାବଳୀ, ମଜୁରୀ, ପଦବୀ ଏବଂ ସାମାଜିକ ସୁରକ୍ଷାରେ ସ୍ବଚ୍ଛତା ସୁନିଶ୍ଚିତ କରେ
ବେତନ, କାର୍ଯ୍ୟ ଘଣ୍ଟା ଏବଂ ଚାକିରି ଆଶା ସହିତ ଜଡିତ ବିବାଦକୁ ହ୍ରାସ କରେ
ନିଯୁକ୍ତି ସପକ୍ଷୀୟ ବ୍ୟବସ୍ଥା
ନିଯୁକ୍ତି ପତ୍ର ସତ୍ତାବଳୀର ସୃଷ୍ଟତା ଆଣିଥାଏ ଯାହା ସୁରକ୍ଷା ଏବଂ ଲାଭ ପ୍ରବେଶକୁ ସମର୍ଥନ କରେ, ଶୋଷଣ ହ୍ରାସ କରେ ଏବଂ ଚାକିରି ସୁରକ୍ଷାକୁ ଉନ୍ନତ କରେ
ବାର୍ଷିକ ଛୁଟି ମଜୁରୀ ସହିତ
ଏକ ପ୍ରତିଷ୍ଠାନରେ ନିୟୋଜିତ ଶ୍ରମିକମାନେ କ୍ୟାଲେଣ୍ଡର ବର୍ଷରେ ୧୮୦ ଦିନ କିମ୍ବା ତା'ଠାରୁ ଅଧୂକ କାମ କରିବା ପାଇଁ ଦରମା ଛୁଟି ପାଇବାର ହକଦାର, ପୂର୍ବରୁ କର୍ମଚାରୀମାନଙ୍କୁ ଦରମା ଛୁଟି ପାଇଁ ଯୋଗ୍ୟ ହେବା ପାଇଁ ୨୪୦ ଦିନ କାମ କରିବାକୁ ପଡୁଥିଲା।
କାର୍ଯ୍ୟ ଘଣ୍ଟାରେ ନମନୀୟତା ସହିତ ଯୋଗ୍ୟତାକୁ ୨୪୦ ରୁ ୧୮୦ ଦିନକୁ ହ୍ରାସ କରିବା ଦ୍ବାରା ଯଥେଷ୍ଟ ବିଶ୍ରାମ ଏବଂ ପୁନରୁଦ୍ଧାର ସୁନିଶ୍ଚିତ ହୁଏ, ଉତ୍ପାଦକତା ଏବଂ ଚାକିରି ସନ୍ତୁଷ୍ଟିରେ ଉନ୍ନତି ଆଣେ।
କାର୍ଯ୍ୟ ଘଣ୍ଟା ଏବଂ ଅଧୂକ ସମୟ
କୌଣସି କର୍ମଚାରୀଙ୍କୁ ଦିନରେ ୮ ଘଣ୍ଟାରୁ ଅଧୂକ ଏବଂ ସପ୍ତାହରେ ୪୮ ଘଣ୍ଟାରୁ ଅଧୂକ କାମ କରିବାକୁ ପଡ଼ିବ ନାହିଁ। ଏହା ସହିତ, ସମୟ ବ୍ୟବଧାନ ଏବଂ ବିସ୍ତାରର ସମୟ ସ୍ଥିର କରିବାର କ୍ଷମତା ଉପଯୁକୁ ସରକାରଙ୍କୁ ଦିଆଯାଇଛି।
ଶ୍ରମିକଙ୍କ ସମ୍ମତି ସହିତ ଓଭରଟାଇମ୍ ସମୟ ସ୍ଥିର କରିବା: ଶ୍ରମିକମାନେ ୪-ଦିନିଆ ସପ୍ତାହରେ ଦିନକୁ ୧୨ ଘଣ୍ଟା, ୫-
ଦିନିଆ ସପ୍ତାହରେ ୯.୫ ଘଣ୍ଟା, ଏବଂ ୬-ଦିନିଆ ସପ୍ତାହରେ ଦିନକୁ ୮ ଘଣ୍ଟା କାମ କରିପାରିବେ ଓ ଏହାକୁ ଓଭରଟାଇମ୍ ଭାବେ ଗଣନା କରାଯିବ ନାହିଁ। ଉପଯୁକୁ ସରକାର ଓଭରଟାଇମ୍ ଘଣ୍ଟାର ସୀମା ସ୍ଥିର କରିବା ପାଇଁ ପୂର୍ଣ୍ଣ ନମନୀୟତା ରଖୁଛନ୍ତି। ପୂର୍ବରୁ ଏହି ସୀମା ଏକ ତ୍ରୟମାସରେ ୭୫ ଘଣ୍ଟା ଥିଲା ଯାହାକୁ ବର୍ତ୍ତମାନ ଉପଯୁକ୍ତ ସରକାର ସ୍ଥିର କରିପାରିବେ। ଏହି ବ୍ୟବସ୍ଥା ଶ୍ରମିକମାନଙ୍କୁ ଦୁଇଟି ସୁବିଧା ପ୍ରଦାନ କରେ, ଯଥା, ଅଧୂକ ସମୟ କରି ଅଧୂକ ରୋଜଗାର କରିବାର ଏବଂ ଅଧୂକ ମଜୁରୀ (ସାଧାରଣ ମଜୁରୀ ହାରର ଦୁଇଗୁଣ) ପାଇବାର ସୁଯୋଗ।
ଆନ୍ତଃ-ରାଜ୍ୟ ପ୍ରବାସୀ ଶ୍ରମିକ (ଆଇଏସ୍ଏମ୍ଡବ୍ଲ୍ୟୁ)
ଏହିଁ ପରିଭାଷାକୁ ପ୍ରତ୍ୟକ୍ଷ ଭାବରେ କିମ୍ବା ଠିକାଦାରଙ୍କ ମାଧ୍ୟମରେ ନିଯୁକ୍ତି ପାଇଥିବା ଲୋକଙ୍କୁ ଅନୁର୍ଭୁକ୍ତ କରିବା ପାଇଁ ବିସ୍ତାର କରାଯାଇଛି ଏବଂ ଏହା ନିଜେ ପ୍ରବାସୀ ଶ୍ରମିକଙ୍କୁ ମଧ୍ୟ ଅନୁର୍ଭୁକ୍ତ କରେ। ପଞ୍ଜୀକରଣ, ଲାଇସେନ୍ସ ଖୋଜିବା ସମୟରେ ତଥ୍ୟ ସଂଗ୍ରହ କରିବା ଉଦ୍ଦେଶ୍ୟରେ; ଏକ ପ୍ରତିଷ୍ଠାନକୁ ତାଙ୍କ ପ୍ରତିଷ୍ଠାନରେ ନିଯୁକ୍ତ ଆଇଏସ୍ଏମ୍ଡବ୍ଲ୍ୟୁଙ୍କ ସଂଖ୍ୟା ନିଶ୍ଚିତ ଭାବରେ ସୂଚାଇବାକୁ ପଡିବ।