ଭାଇ ଦୁତୀୟା ଓଷା ବା ଭାଇ ଜୀଉଁନ୍ତିଆ ଓଷା

Nov 6, 2025 - 22:02
 11
ଭାଇ ଦୁତୀୟା ଓଷା ବା ଭାଇ ଜୀଉଁନ୍ତିଆ ଓଷା

ଭାଇ ଜିଉନ୍ତିଆ ଓଡ଼ିଶାରେ ପାଳିତ ଏକ ଓଷା । ଏହି ଓଷାରେ ଭଉଣୀମାନେ ନିଜ ଭାଇର ଦୀର୍ଘ ଜୀବନ କାମନା କରି ନିର୍ଜଳା ଉପବାସ କରି ଓଷା ପାଳନ କରିଥାନ୍ତି ।

 ଏହି ଓଷା ଆଶ୍ୱିନ ମାସର ଶୁକ୍ଳାଷ୍ଟମୀରେ ହୁଏ । [୧] [୨] ପଶ୍ଚିମ ଓଡ଼ିଶାରେ ଭାଇ ଜିଉଁନ୍ତିଆ ଓଷା ବିଧୂବିଧାନ ସହ ମହାଡମ୍ବରରେ ପାଳନ କରାଯାଉଥିବାର ନଜିର ରହିଛି ।