ଭାଷାବିତ୍ତ ଦିବଂଗତ ଡ଼. ଧନଞ୍ଜୟ ମହାପାତ୍ରଙ୍କ ଜୟନ୍ତୀ ସମାରୋହ
ଭାଷାବିତ୍ତ ଦିବଂଗତ ଡ଼. ଧନଞ୍ଜୟ ମହାପାତ୍ରଙ୍କ ଜୟନ୍ତୀ ସମାରୋହ ସଂସ୍କୁତି ଭବନ ସମ୍ମିଳନୀ କକ୍ଷରେ ଭାଷା ପ୍ରତିଷ୍ଠାନ ନିର୍ଦେଶକ ଦେବୀ ପ୍ରସାଦ ଦାସ ଙ୍କ ପୌରହିତରେ ପାଳିତ ହୋଇଯାଇଛି | ଏହି ଉତ୍ସବରେ ଅନ୍ୟତମ ଅତିଥିଭାବେ ଡ଼. ବିଜୟ କୁମାର ଶତପଥି, ଡ଼. ବିଜୟାନନ୍ଦ ସିଂହ, ଡ଼. ବାବାଜୀ ଚରଣ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିବା ବେଳେ ପ୍ରଶାସନିକ ଅଧିକାରୀ ଶ୍ରୀମତୀ ଅନ୍ୟନ୍ୟା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ |