ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ମୋଦି ଜନ୍ମଦିନରେ
ଭୁବନେଶ୍ବରରେ ଅୟୋଜିତ ହେଲା ସ୍ବଚ୍ଛତା ଅଭିଯାନ । ମାଷ୍ଟର କ୍ୟାଣ୍ଟିନରେ ସଫେଇ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଧାନମନ୍ତ୍ରୀଙ୍କ ୭୫ ତମ ଜନ୍ମଦିନ ଅବସର ଘରରେ ଆୟୋଜନ କରାଯାଇଥିବା ସିଏମ୍ଙ୍କ ସ୍ବଚ୍ଛତା ଅଭିଯାନରେ ସାମିଲ ହେଲେ ବରିଷ୍ଠ ବିଜେପି ନେତା ଓ ସଦସ୍ୟ।