ଭୁବନେଶ୍ୱର ହେବ ସର୍ବ ସୁନ୍ଦର ଓ ଅପରିଚ୍ଛନ ମୁକ୍ତ ସହର |
BMC ମେୟର ଙ୍କ ସୂଚନା ଅନୁସାରେ ଭୁବନେଶ୍ୱର ହେବ ସର୍ବ ସୁନ୍ଦର ଓ ଅପରିଚ୍ଛନ ମୁକ୍ତ ସହର
ସବୁ ଥାନାରୁ ହଟିବ ଜବତ ଅବ୍ୟହୃତ ଓ ଅଚଳ ଗାଡି |
ଜବତ ଗାଡ଼ି ପଡ଼ି ରହିବା ଯୋଗୁ ସହରର ସୌନ୍ଦର୍ଯ୍ୟ ନଷ୍ଟ ହେବା ସଂଗେ ସଂଗେ ପରିବେଶ ଦୁର୍ଗନ୍ଧ ମୟ ହେଉଛି, ତେଣୁ
ଗାଡ଼ି ହଟିଗଲେ ଜାଗା ସଫା ହେବା ସହିତ ରାଜସ୍ବ ମଧ୍ୟ ବଢିବ |
ଏ ନେଇ BMC ମେୟର ପୋଲିସ୍ କମିଶନରକୁ ଚିଠି କରି ଖୁବ ଶୀଘ୍ର କାର୍ଯ୍ୟକ୍ରମ ଆରମ୍ଭ କରିବେ ବୋଲି ଦେଲେ ସୂଚନା |
ବିଏମ୍ସିର ଅବ୍ୟହୃତ ଓ ଅଚଳ ଗାଡ଼ି ସ୍କ୍ରାବ୍ ହେବ ବୋଲି ମଧ୍ୟ ସୂଚନା ଦେଇଛନ୍ତି |