ଭୁବନେଶ୍ୱରର ଵୃଦ୍ଧାଶ୍ରମ ପାଇଁ ଜଣେ ପରିଚାରିକା ଆବଶ୍ୟକ ::
ଭୁବନେଶ୍ୱରର ଵୃଦ୍ଧାଶ୍ରମ ପାଇଁ ଜଣେ ପରିଚାରିକା ଆବଶ୍ୟକ ::
ବୟସ 23 ବର୍ଷରୁ 33 ବର୍ଷ
ଶିକ୍ଷା ସର୍ବନିମ୍ନ +2, ରୁ....
ଜାତି ଆବଶ୍ୟକ ନାହିଁ
ନିଜର android ମୋବାଇଲ ଥିବା ଦରକାର
DL /ବାଇକ ଚଳେଇପାରୁଥିବା ଦରକାର
ସୁବିଧା - ଖାଇବା ଓ ରହିବା ମାଗଣା ସହିତ ସନ୍ତୋଷ ଜନକ ପାରିଶ୍ରମିକ ରହିଛି
Travelling ଓ ଫୋନ call allowance ର ବ୍ୟବସ୍ଥା ମଧ୍ୟ ଉପଲବ୍ଧ
ଯୋଗାଯୋଗ - ନିଜର biodata 7008137078 ରେ ପଠେଇବା ସହିତ ସାକ୍ଷାତକାର ପାଇଁ ଗୁରୁବାରକୁ ପ୍ରସ୍ତୁତ ରହିବା ଦରକାର |