ଭୁବନେଶ୍ୱରରେ ଅଧିକ ସୁନା ଓ ପେଟ୍ରୋଲରେ ଠକେଇ...

Mar 14, 2026 - 13:31
 15
ଭୁବନେଶ୍ୱରରେ ଅଧିକ ସୁନା ଓ ପେଟ୍ରୋଲରେ ଠକେଇ...

ଓଜନ ମାପରେ ଠକୁଛନ୍ତି ପେଟ୍ରୋଲ ପମ୍ପ ଓ ସୁନା ଦୋକାନୀ

ପେଟ୍ରୋଲ ପମ୍ପରୁ ଠକେଇ ନେଇ ୩ ବର୍ଷରେ ସାମ୍ନାକୁ ଆସିଛି ୧୦୯ କେସ୍‌

ପେଟ୍ରୋଲ ପମ୍ପ୍‌ରୁ ୧୩ ଲକ୍ଷରୁ ଅଧିକ ଟଙ୍କାର ଆର୍ଥିକ ଜରିମାନା ଆଦାୟ

ସେହିପରି ଓଜନ ମାପରେ ବି ଠକୁଛନ୍ତି ସୁନା ଦୋକାନୀ

୩ ବର୍ଷରେ ୮୦୬୫ ଚଢ଼ାଉରୁ ୧୬ଟି କେସ୍‌ ସାମ୍ନାକୁ ଆସିଛି

ଅଢ଼େଇ ଲକ୍ଷରୁ ଅଧିକ ଟଙ୍କାର ଆର୍ଥିକ ଜରିମାନା ଆଦାୟ

ବିଧାନସଭାରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା